-+91-9937148622 |

prerana_bgr@rediffmail.com |

  Tuesday 10th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (09-Mar-2026)       ||      NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ    (09-Mar-2026)       ||      ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   (09-Mar-2026)       ||      *ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   (09-Mar-2026)       ||      ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   (09-Mar-2026)       ||      *ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   (09-Mar-2026)       ||      *ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   (09-Mar-2026)       ||      ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ    (09-Mar-2026)       ||      ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   (09-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   (09-Mar-2026)       ||      ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||     

HOME   ଜିଲ୍ଲା

ଜୁନିଅର ରେଡକ୍ରସ ତରଫରୁ ରକ୍ତଦାନ ଶିବିର, ୨୦୨୩-ଜିରୋ ୱାଆରରେ ରେଡକ୍ରସ ସ୍ୱେଚ୍ଛାସେବୀ ରକ୍ତଦାନ କଲେ 

02-Jan-2023



ସୋନପୁର(ମନୋରଂଜନ ତ୍ରିପାଠୀ) ଜିଲ୍ଲା ଜୁନିଅର ରେଡକ୍ରସ ସୋସାଇଟି, ସୁବର୍ଣ୍ଣପୁର, ବ୍ଲଡବ୍ୟାଙ୍କ, ସୁବର୍ଣ୍ଣପୁର ଏବଂ ମୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟର ମିଳିତ ଉଦ୍ୟମରେ ଦୁଇ ଦିନବ୍ୟାପୀ ଶନିବାର ଓ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତର ବିକଳ୍ପ ନାହିଁ । ରକ୍ତଦାନ ଆନ୍ଦୋଳନ ହିଁ ଆନେକ ଜୀବନ ବଂଚାଇବାରେ ସହାୟକ ହୋଇଥାଏ । ରକ୍ତଦାତା ମାନେ ହିଁ ଜୀବନ ଦାତା । ଘର ଘର ରକ୍ତଦାତା ଭଳି  ବିଭିନ୍ନ ସ୍ଲୋଗାନ ରେ ଆକୃଷ୍ଟ ହୋଇ ସ୍ୱେଚ୍ଛାସେବୀମାନେ ୨୦୨୩ - ନୂତନ ବର୍ଷର ଜିରୋ ଆୱାରରେ ରକ୍ତଦାନ କରିଛନ୍ତି । ଜିଲ୍ଲା  ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ସୋସାଇଟିର ଚେୟାରମ୍ୟାନ ଲକ୍ଷ୍ମଣ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି । ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ବ୍ଲଡବ୍ୟାଙ୍କ ଅଧିକାରୀ ଡା. ଦୁର୍ଗାଦତ ଦାଶ, ମହାରାଜା ହାଇସ୍କୁଲର ପ୍ରଧାନଶିକ୍ଷକ ଆଶିଷ କୁମାର ରଥ, ସାଗରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଶନ୍ନ କୁମାର ସାହୁ, ରାଜ୍ୟପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଡିଏସଏସ ପର୍ଶୁରାମ ମେହେର,ମୁରଷୁଣ୍ଢି ହାଇସ୍କଲର ପ୍ରଧାନଶିକ୍ଷକ କାଳିଆ କର୍ମି,  ଶିକ୍ଷାବିତ୍ ପ୍ଲାବନ ମହାପାତ୍ର  ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର

ରବିଚନ୍ଦ୍ର ପଶାୟତ, ବରିଷ୍ଠ ସାଧନକର୍ମି ଚନ୍ଦ୍ରମଣି ବାଘ ଏବଂ ବ୍ଲଡବ୍ୟାଙ୍କ ଡାଟା ଏଂଟ୍ରି ଅପେରଟର ଜଗତ ଦରୱାନ ମିଳିତ ଭାବେ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର,ସମାଜସେବୀ ସନତ କୁମାର ମିଶ୍ର, ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର, ସୋନପୁର ବିସିସି ଗୋପେଶ ପଣ୍ଡା,  ପରାମର୍ଶଦାତା ହୃଷିକେଶ ଦେହୁରୀ ପ୍ରମୁଖ ନୂତନ ବର୍ଷର ଜିରୋ ଆୱାରରେ ରକ୍ତଦାନ କରି ସମାଜରେ ଉଦାହରଣ ହୋଇପାରିଛନ୍ତି । ମାୟାବର୍ହା ହାଇସ୍କୁଲର ପୂରାତନ ଛାତ୍ର ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ହେମନ୍ତ କୁମାର ମେହେର, ବନମାଳୀ ସାହୁ, ତରଭା ହାଇସ୍କୁଲର ପରାମର୍ଶଦାତା ଘନଶ୍ୟାମ ମେହେର, ସୁବଳୟା ଜଗନ୍ନାଥ ସେନାର ସ୍ୱେଚ୍ଛାସେବୀ ବୃନ୍ଦ, ରଂଜିତା ଦରୱାନ, ଶ୍ରୀକାନ୍ତ ଦରୱାନ, ସସ୍ମିତା ହୋତା, ପୁଷ୍ପାଜଂଳୀ ନାୟକ, ବିଶ୍ୱରାମ ପୂଜାରୀ,ଜୟରମ ପଣ୍ଡା,  ଏବଂ ସ୍ୱେଚ୍ଛାସେବୀ ମାନେ ଶିବିରରେ ରକ୍ତଦାନ କରଛନ୍ତି । ବ୍ଲଡବ୍ୟାଙ୍କ କର୍ମଚାରୀ ସୁବାଷ ଚନ୍ଦ୍ର ପଣ୍ଡା, ଟିଟୋ ଭୋଇ, ସୁଦାମ ବିଶ୍ୱାଳ,ରେବତୀ ମହାପାତ୍ର,  ଯୁଧିଷ୍ଠିର ନାଏକ, ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   09-Mar-2026
  ଜିଲ୍ଲା  
NH-316 ମାଟିଆପଡା ROB କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ♦️ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ ଉପରେ ଗୁରୁତ୍ୱ   09-Mar-2026
  ଜିଲ୍ଲା  
ବରପାଲି ସରସ୍ବତୀ ମହିଳା ସଂଘ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
*ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   09-Mar-2026
  ଜିଲ୍ଲା  
ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   09-Mar-2026
  ଜିଲ୍ଲା  
*ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   09-Mar-2026
  ଜିଲ୍ଲା  
*ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   09-Mar-2026
  ଜିଲ୍ଲା  
ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ   09-Mar-2026
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   09-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   09-Mar-2026
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026

You Might Also Like