-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
(ନରହରି ଵଗତ୍ତି )
ପଦ୍ମପୁର ଅଧିନସ୍ଥ ସିଂହନପୁର ଗ୍ରାମର ଶ୍ରୀଯୁକ୍ତ କପିଳ ପାଣ୍ଡେ(୯୭)ଙ୍କ ବିୟୋଗ ା ସେଥିଲେ ଜଣେ ଧର୍ମପରାୟଣ ମିଷ୍ଟଭାଷି ମଣିଷ ଟିଏ ଏବଂ ରାଜମିସ୍ତ୍ରୀ ଭାବରେ ଅଞ୍ଚଳରେ ବେସ୍ ପରିଚିତ ା ତାଙ୍କର ବିୟୋଗରେ ଅଞ୍ଚଳରେଶୋକର ଲହରୀ ଖେଲି ଯାଇଛି ା ଗ୍ରାମ ନିକଟସ୍ଥ ସ୍ମଶାନ ତାଙ୍କର ଶେଷକ୍ରୁତ୍ୟ ସଂପନ୍ନ ହୋଇଥିଲା,ବନ୍ଧୁ ପରିଜନ ତାଙ୍କର ଶେଷ ଦର୍ଶନ କରିଥିଲେ ବଡପୁଅ ରଘୁମଣି ମୁଖାଗ୍ନୀ ଦେଇଥିଲେ ା ତାଙ୍କ ପଛରେ ୩ପୁଅ ଏବଂ ପୁତ୍ର ବଧୂ ଓ ନାତି ନାତିଣୀ ଙ୍କୁ ଛାଡି ଦେଇ ଯାଇଛନ୍ତି