-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଭୀମଭୋଇ କୌପୀନିଧାରୀ ସେବା ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ

10-Dec-2022



ସୁବର୍ଣ୍ଣପୁର - ଢେକାଂନାଳ ଜିଲ୍ଲାର ଯୋରନ୍ଦା ରେ ଥିବା କୌପୀନିଧାରୀ ମହିମା ମଠର,, ଧୂନି ମନ୍ଦିର,, ବତି ମନ୍ଦିର ଏବଂ ଭେକ ମନ୍ଦିରକୁ ଅନ୍ୟାୟ ଭାବରେ ଗତ ୨୨ରିଖରେ ଭାଗିଂଦିଆଗଲା। କୋଟି କୋଟି କୌପୀନିଧାରୀ ,ବାବା ,ମାତା ଭକ୍ତ ମାନକୁଂ ଗଭୀର ଆଘାତ୍ ଲାଗିଛିହେଲେ ବର୍ତମାନ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ବା ଥଇଥାନ କରାଯାଇ ନାହିଁ, ବର୍ତମାନ ମଧ୍ୟ ଖୋଲା ଆକାଶ ତଳେ କୌପୀନିଧାରୀ ବାବା, ମାତା ନିତିକାର୍ଯ୍ୟ କରୁଛନ୍ତି। ତେଣୁ ଗତ କାଲି  09 ରିଖରେ ଭୀମଭୋଇ କୌପୀନିଧାରୀ ସେବା ସଂଘ ର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲାର ଶତାଧିକ ଅଲେଖ ଧର୍ମାବଲମ୍ବୀ  ସାଧୁ ବାବା, ମାତା, ଜଗତ ଭକ୍ତ ଆସି ବୌଦ୍ଧ ଜିଲ୍ଲାପାଳ ଙ୍କ ଜରୀଆରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଦଫା ଦାଵୀ ପତ୍ର ପ୍ରଦାନ କରିଛନ୍ତି। ମହିମା ଗୋସାଇଁ ଙ୍କ ନାମରେ ଥିବା ସମସ୍ତ ସମ୍ପତ୍ତି କୌପୀନିଧାରୀ ଏବଂ ବକ଼ଳଧାରୀଙ୍କ ନାମରେ ରେକର୍ଡ କରିବାକୁ, ସମସ୍ତ ଉପାସନା ମନ୍ଦିର ମହିମା ସ୍ୱାମୀ ଙ୍କ ଜାଗାରେ ନିର୍ମାଣ କରାଯିବାକୁ, ଯୋରନ୍ଦା ମହିମା ଗାଦିରେ ଥିବା ଗାଦି ମନ୍ଦିର ଏବଂ ଶୂନ୍ୟ ମନ୍ଦିର ରେ ଉଭୟ କୌପୀନିଧାରୀ ଏବଂ ବକଳଧାରୀ ସନ୍ୟାସୀ ମାନଙ୍କୁ ନିତି କରିବାର ଅଧିକାର ଦିଆଯିବାକୁ, ମହିମା ସ୍ବାମୀଙ୍କ ଜାଗାରେ ଯାହା ବି ଉନ୍ନୟନ କାର୍ଯ୍ୟ ହେବ ତାହା ଉଭୟ ସମାଜର ସାଧୁମାନଙ୍କ ସହଯୋଗ ଏବଂ ସହମତିରେ କରାଯିବାକୁ, ଉଭୟ ପକ୍ଷରୁ କୋର୍ଟ କଚେରୀ ରେ ଥିବା ମାଲି ମୋକଦ୍ଦମା ପ୍ରତ୍ୟାହାର କରି ମହିମାଗାଦିରେ ଶାନ୍ତିର ବାତାବରଣ ସୃଷ୍ଟି କରି ମହିମା ଧର୍ମର ଗୌରବ ବୃଦ୍ଧି କରାଯିବାକୁ ଏହି ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି l ଆଜିକାର ଏହି ରାଲିକୁ ଭୀମଭୋଇ କୌପୀନିଧାରୀ ସେବା ସଂଘ ର ସଭାପତି ଭକ୍ତ ଶିବ ଉର୍ମା ସୂଚାରୁରୁପେ ପାଳନ କରିଥିଲେ। ଏହି ରାଲିରେ ଦୁଃଖବନ୍ଧୁ ବାବା, ସନ୍ତୋଷ ଦାସ, ଶେଷ ଦାସ୍, ଜଗବନ୍ଧୁ ଦାସ, ସଂଘର ଉପଦେଷ୍ଟା ଶମ୍ଭୁନାଥ ଭକ୍ତ, ଉଗ୍ରେସନ ଭକ୍ତ, ଚିତ୍ରସେନ ଭକ୍ତ, ଏବଂ ଡାକ୍ତରୀ ଭକ୍ତ,, ସତ୍ୟ ଭକ୍ତ, ସୁରଥ ଭକ୍ତ,  ଅଚ୍ୟୁତ ଭକ୍ତ, ନରେନ୍ଦ୍ର ଭକ୍ତ, ସାରଥି ଭକ୍ତ ଜଗବନ୍ଧୁ ଭକ୍ତ, ନୟନା ମାତା, ସାବିତ୍ରୀ ମାତା, ହିଂମାଶୁ ଭକ୍ତ, ଗାୟତ୍ରୀ ମାତା, ସାରଥି ଭକ୍ତ, ପୁରନ୍ଦ୍ର ଭକ୍ତ, ଅଭିମନ୍ୟୁ ଭକ୍ତ, ସୁବାସ ଭକ୍ତ, ଶାନ୍ତି ମାତା, ଶତାଧିକ ଭକ୍ତ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like