-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
10-Dec-2022
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
ଭାଲୁପାଲି ଛକରେ ଥିବା ଏକ ରେସ୍ତୋରାଁର ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ଶୁକ୍ରବାର ଏକ ହନୁମାଙ୍କଡ଼ର ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଯୁବକମାନେ ମାଙ୍କଡ଼ର ଶବକୁ ନେଇ ବିଧି ପୂର୍ବକ ସତ୍କାର କରିଥିଲେ। ନରେଶ ଗୁରୁ, ରୋଶନ ଦାସ, ଦେବାଶିଷ ମହାପାତ୍ର, ଅଜୟ ପଟ୍ଟନାୟକ, ତାପସ ପରିଡ଼ା, ଲୋକନାଥ ପ୍ରଧାନ, ରାଜୁ ରାଏ, ପ୍ରଦୀପ ଦୋରା, ନରହରି ବଢେଇ, ଭୀମ, ନିଶିକାନ୍ତ ବିଶ୍ୱାଳ ପ୍ରମୁଖ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଥିଲେ I