-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ବେଲପଡା ପୋଲିସ ର ନିଷ୍କ୍ରିୟତା ଯୋଗୁଁ ଏଲ୍ ଡି ଏ ର ଉତ୍ତେଜନା

06-Dec-2022



ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ) "ପୋଲିସ ହେଉଛି ଜନତା ଙ୍କ ରକ୍ଷକ " ପୋଲିସ ପ୍ରଶାସନ ନଥିଲେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଆନ୍ତା। କିନ୍ତୁ କିଛି ପୋଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ପ୍ରଶାସନ ବଦନାମ ଅର୍ଜନ କରୁଛି।ଏଭଳି ଏକ ଥାନା ଅଧିକାରୀ ଅଛନ୍ତି ଯେ ସେ ଆସିବା ଦିନଠାରୁ ଅଞ୍ଚଳବାସୀ ବuହୁତ ଖୁସି।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଧିକାରୀ ବୁଳୁ ମୁଣ୍ଡା। ବାବୁ ଙ୍କ ଯୋଗଦାନ ହେବା ପରେ ଅନେକ ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି। ଏଠାରେ ଅନେକ ହତ୍ୟାକାଣ୍ଡ,ଚୋରି, ଡକାୟତି, ଆତ୍ମହତ୍ୟା, ବେଆଇନ କାରବାର ମଦ,କରେକ୍ସ ,ଟେବେଲେଟ, ସଟ୍ଟା ଆଡ୍ଡା ର ମାମଲା ପଡ଼ିରହିଛି। ବର୍ତ୍ତମାନ ଦାଦନ ଋତୁ ଚାଲିଥିବା ବେଳେ ଅନେକ ଗୁଡ଼ିଏ ବେଆଇନ ଦାଦନ ଶ୍ରମିକ ଚାଲାଣ ର ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଗୋଟିଏ ମଧ୍ୟ ମୁଖ୍ୟ ସର୍ଦ୍ଦାର ଗିରଫ ହୋଇନାହାନ୍ତି। ଅପରପକ୍ଷରେ ନିର୍ଯାତନାର ଶିକାର ହୋଇ ଦାଦନ ଶ୍ରମିକ ମାନେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏସବୁକୁ ଆଖି ଆଗରେ ରଖି ଏଲ ଡି ଏ ର ପ୍ରତିଷ୍ଠାତା ଲବ ସୁନା ଙ୍କ ନେତୃତ୍ବରେ ଆଜି ବେଲପଡା ଥାନା ଘେରାଉ କରାଯାଇଥିଲା।ଏଲ ଡି ଏ ର ମୁଖ୍ୟ ପ୍ରସଙ୍ଗ ଥିଲା କି କପାଣି ଗାଁ ର ରସ୍ମିତା ମିର୍ଦ୍ଧା ଙ୍କ ନ୍ୟାୟ ଦାବି।ତାଙ୍କ କହିବା ଅନୁସାରେ ରସ୍ମିତା ମିର୍ଦ୍ଧା ଙ୍କୁ ୨୦୧୪ ମସିହାରୁ ତଅଁଲା ଗାଁ ର ଝସକେତନ ମେହେର ପ୍ରେମ କରି ଶାରୀରିକ ସମ୍ପର୍କ ରଖି ଆସୁଥିଲା । ବିବାହ ହେବା ପାଇଁ ମନା କରିବାରୁ ରସ୍ମିତା ମିର୍ଦ୍ଧା ଥାନା ର ଦ୍ବାରସ୍ଥ ହୋଇଥିଲେ।  ବିବାହ କରିବାର ବାହାନା ଦେଖାଇ ଏକ ବର୍ଷ କାଳ ଝସକେତନ ଓ ସସ୍ମିତା ଏକାଠି ରହିଥିଲେ। ପୁଣି ଝସକେତନ ତାର ମାମୁଁ ଝିଅକୁ ଧରି ଫେରାର ମାରିଥିଲା।ଏ ବାବଦରେ ସସ୍ମିତା ମିର୍ଦ୍ଧା ବେଲପଡା ଥାନା କୁ ଅଭିଯୋଗ କରିବା ପାଇଁ ଆସିଥିଲେ କିନ୍ତୁ ବେଲପଡା ପୋଲିସ ଅଭିଯୋଗ ନ ରଖି ସସ୍ମିତାଙ୍କ ସହ ର୍ଦୁବ୍ୟବହାର କରିବା ସହ ଅଭିଯୋଗ ପତ୍ର ରଖିନଥିଲେ ବୋଲି ଅଭିଯୋଗକାରିଣୀ କହିଛନ୍ତି।ଏ ବାବଦରେ ଏଲ ଡି ଏ ପ୍ରତିଷ୍ଠାତା ଲବ ସୁନା ଙ୍କୁ କହିବାରୁ ସେ ବେଲପଡା ପୋଲିସ କୁ କହି ମାମଲା ରୁଜୁ କରାଇଥିଲେ। ଆସାମୀକୁ ଗିରଫ ନକରି ବେଲପଡା ପୋଲିସ ଘଣ୍ଟ ଘୋଡ଼ାଇ ଚାଲୁଛି। ଆହୁରି ଏକ ପ୍ରସଙ୍ଗ ଥିଲା କି ଭରୁଆମୁଣ୍ଡା ଗାଁ ର ପ୍ରେମାନନ୍ଦ ଠେଟୁଆଲ ଙ୍କୁ ସେହି ଗାଁର ଅର୍ଜୁନ ଦଲେଇ ଓ ଦୁଃଖନାଶନ ନାଏକ ଦୁଇ ଜଣ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ଏବଂ ବିନା ଦୋଷରେ ପ୍ରେମାନନ୍ଦ ର ସାଙ୍ଗକୁ ମଧ୍ୟ ମାଡ ମାରି ଲହୁଲୁହାଣ କରି ଦେଇଛନ୍ତି।ଏ ବିଷୟରେ ପ୍ରେମାନନ୍ଦ, ତାଙ୍କ ସ୍ତ୍ରୀ ଓ ସାଙ୍ଗ ବେଲପଡା ପୋଲିସ କୁ ଅଭିଯୋଗ କରି ଆସିଥିଲେ। କିନ୍ତୁ ବେଲପଡା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ଓଲଟା ଏହି ଯୁବକ ଦ୍ବୟକୁ ଜେଲ୍ ପଠାଇ ଦେବି ବୋଲି କହିବା ସହ ଅପବ୍ୟବହାର ଦେଇଥିଲେ ବୋଲି ପ୍ରେମାନନ୍ଦ ଙ୍କ ସ୍ତ୍ରୀ କହିଛନ୍ତି। ଏସବୁକୁ ମାମଲାର ନ୍ୟାୟ ଦାବିରେ ଆଜି ଏଲ ଡି ଏ ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ବରେ ବେଲପଡା ତାରିଣୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି

ବେଲପଡା ପୋଲିସ ଷ୍ଟେସନ କୁ ଆସି ଗରିବୋ କି ସାଥ ମେ ଏଲ୍ ଡି ଏ ମୈଦାନ ମେ ନାରାବାଜି ଦେଇଥିଲେ।ବେଲପଡା ଥାନା ଅଧିକାରୀ ବୁଳୁ ମୁଣ୍ଡା ଥାନାରେ ବସି ବସି ସମୟ କାଟିବା ଅପେକ୍ଷା କୌଣସି ସ୍ଥାନକୁ ବଦଳି ଯାଆନ୍ତୁ ନଚେତ ଏଠାକାର ସାଧାରଣ ଜନତାଙ୍କ ପୋଲିସ ପ୍ରଶାସନ ଉପରେ ବିଶ୍ବାସ ତୁଟିଯିବ ବୋଲି ଲବ ସୁନା ମନ୍ତବ୍ୟ ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ନିରିହ ଦାଦନ ଶ୍ରମିକ ମାନଙ୍କ ପ୍ରତି ଅନେକ ନିର୍ଯାତନା ହେଉଥିଲେ ସୁଦ୍ଧା କୌଣସି ନ୍ୟାୟ ପ୍ରଦାନ କରୁନାହାନ୍ତି ଓ ତା ପରିବର୍ତ୍ତେ ଦାଦନ ସର୍ଦ୍ଦାର ମାନଙ୍କୁ ସୁରକ୍ଷା ଦେଉଛନ୍ତି।ତାଙ୍କ ଆସିବା ଦିନଠାରୁ ଆହୁରି ଅନେକ ସମସ୍ୟାର ସମାଧାନ ହୋଇପାରିନାହିଁ। ଏହାକୁ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟିପାତ ଦେଇ ଯଥାଶୀଘ୍ର ଏଭଳି ଥାନା ଅଧିକାରୀ ଙ୍କ ବଦଳି କରି ଅନ୍ୟ ଏକ ଥାନା ଅଧିକାରୀ ଙ୍କୁ ଦାୟିତ୍ଵ ଦେବାକୁ ଜନସାଧାରଣଙ୍କ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like