-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||     

HOME   ଦେଶ ବିଦେଶ

କିଏ ହେବ ଗଣତନ୍ତ୍ର ଦିବସରେ ଆମନ୍ତ୍ରିତ ଅତିଥି ? କେମିତି କରାଯାଏ ଚୟନ ?

30-Nov-2022



ନୂଆଦିଲ୍ଲୀ: ବର୍ଷର କୋଭିଡ କଟକଣା ପରେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିସରର ରାଷ୍ଟ୍ରପତି ଅବଦେହ ଫତେହ ଅଲ ସିସି । ଭାରତର ଆମନ୍ତ୍ରଣକୁ ସେ ସ୍ୱୀକାର କରିଛନ୍ତି । ପ୍ରଥମେ ସେ ମିଶରର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟ ଥିଲେ ।

ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଅତିଥିଙ୍କୁ ଆମନ୍ତ୍ରଣ କରାଯିବା  ଭାରତର ଏକ ପରମ୍ପରା । ଏହି ଅବସରରେ  ଅତିଥିଙ୍କୁ ବିଶେଷ ସମ୍ମାନ ଦିଆାଯିବା ସହ ସତ୍କାର  କରାଯାଏ  ଏବଂ ବିଶେଷ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଏ  । ତେବେ ମୁଖ୍ୟ ଅତିଥି ଭାବେ କାହାକୁ ଆମନ୍ତ୍ରଣ କରାଯିବ ? କିଏ ଆମନ୍ତ୍ରଣ କରିବ ? ଅତିଥିଙ୍କ ତାଲିକା କେମିତି ପ୍ରସ୍ତୁତ କରାଯାଏ ଓ କିଏ କରେ  ? ଏ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ।  ଆସନ୍ତୁ ଜାଣିବା ଏହି ପ୍ରକ୍ରିୟା ସମ୍ପର୍କରେ ।

କିଏ ହେବେ ଅତିଥି – ଏହାକୁ ବାଛିବାର ପ୍ରକ୍ରିୟା ବେଶ ଲମ୍ବା  । ପ୍ରାୟ ୬ ମାସର ପ୍ରକ୍ରିୟା  ।  ଗଣତନ୍ତ୍ର ଦିବସର ୬ ମାସ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । କେଉଁମାନଙ୍କୁ ଆମନ୍ତ୍ରିତ କରାଯିବ, କାହା ପାଖକୁ ନିମନ୍ତ୍ରଣ ପତ୍ର ପଠାଯିବ, ଉତ୍ତର ଆସିବା ପରେ ତାଙ୍କର ରହିବା, ରାଜକୀୟ ସମ୍ମାନର ସହ ଚର୍ଚ୍ଚା କରିବା, ଗଣତନ୍ତ୍ର ଦିବସରେ ଗାର୍ଡ ଅଫ ଅନର ଦେବା, ତାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିବା ଇତ୍ୟାଦି ଏହି ପ୍ରକ୍ରିୟାରେ ସାମିଲ ହୋଇଥାଏ l


ତେବେ ମୁଖ୍ୟ ଅତିଥି କାହାକୁ ବାଛିବେ ତାହାକୁ ଭାବିଚିନ୍ତି ସ୍ଥିର କରାଯାଇଥାଏ । ତାଙ୍କ ପାଖକୁ ଆମନ୍ତ୍ରଣ ପତ୍ର ପଠାଯିବା ପୂର୍ବରୁ ଅନେକ ଦିଗ ପ୍ରତି ଦୃଷ୍ଟି ଦିଆଯାଇଥାଏ`

ପ୍ରଥମତଃ ଆମନ୍ତ୍ରିତ ଦେଶ ସହ ଭାରତର ସମ୍ପର୍କ କିପରି ଅଛି । ଏହି ଆମନ୍ତ୍ରଣ  ଦୁଇ ଦେଶ ମଧ୍ୟରେ ଥିବା ଉତ୍ତମ ସଂପର୍କକୁ ବୁଝାଉଛି ନା ଉକ୍ତ ଦେଶ ପ୍ରତି ବନ୍ଧୁତାର ହାତ ବଢାଉଛି ? ଆମନ୍ତ୍ରଣ ପୂର୍ବରୁ ଏସବୁ ଦିଗକୁ ବିଚାର କରାଯାଇଥାଏ ।

୨ୟରେ ଆମନ୍ତ୍ରିତ ଅତିଥିଙ୍କ ଦେଶର ଭାରତ କି ପ୍ରକାର ରାଜନୈତିକି, ବ୍ୟବସାୟିକ, ସୈନ୍ୟ, ଆାର୍ଥିକ ତଥା ଅନ୍ୟ ଦିଗରେ କି ପ୍ରଭାବ ରହିଛି ଏବଂ ରହିବ ଏହାକୁ ମଧ୍ୟ ଦୃଷ୍ଟିରେ ରଖି ବଚାର କରାଯାଇଥାଏ । ଉକ୍ତ ଅତିଥିଙ୍କୁ ଆମନ୍ତ୍ରିତ କଲେ ଭାରତ ସହ ଅନ୍ୟ କୌଣସି ଦେଶର ସମ୍ପର୍କ ଖରାପ ହେବନି ତ ? ଏହାକୁ ମଧ୍ୟ ବିଚାରକୁ ନିଆଯାଇଥାଏ । ଯାହା ବି ହେଉ, ଗଣତନ୍ତ୍ର ଦିବସରେ ଅନ୍ୟ ଦେଶର ପ୍ରମୁଖ ନେତୃବୃନ୍ଦଙ୍କୁ ଆମନ୍ତ୍ରିତ କରିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ସଂପର୍କ ବଢାଇବା ଲାଗି ବିଦେଶ ମନ୍ତ୍ରାଳୟକୁ ସୁଯୋଗ ମିଳିଥାଏ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026

You Might Also Like