-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-Nov-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ସକଲେ ଓଡିଶା ଡ୍ରାଇଭର୍ ମହାସଂଘ ବଲାଙ୍ଗିର ବ୍ଲକ ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବଲାଙ୍ଗିର ରେ କାର୍ଯ୍ୟରତ ଡ୍ରାଇଭର୍ ମାନଙ୍କ ବିଭିନ୍ନ ସମସ୍ୟା ଉପରେ
ଆଲୋଚନା ହେବା ସହ ସଂଘ ର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା ଏଥିରେ ସଭାପତି ଭାବେ ଅର୍ଜୁନ ତାଣ୍ଡି ମନୋନୀତ ହୋଇଛନ୍ତି l ସମ୍ପାଦକ ଭବରେ ଦାରାସିଂହ ମେହେର ଦାୟିତ୍ଵ ଗ୍ରହଣ କରିଛନ୍ତି l ହୀମସାଗର ପଟେଲ ଉପସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ l କୋଷାଧକ୍ଷ ଭବରେ ସରୋଜ କୁମାର ସାହୁ ମନୋନୀତ ହୋଇଛନ୍ତି l ସହସମ୍ପାଦକ ଭାବେ ରବିନ୍ଦ୍ର ନାଏକ ଦାୟି ତ୍ୱ ହାତକୁ ନେଇଛନ୍ତି l ମହାସଂଘର ଏଜ ୧୧ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି l