-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ* *ଜ଼ିଲ୍ଲାପାଳ ଓ ଏଡିଏମ ଯୋଗ ଦେଲେ ଓ ଛାତ୍ରୀ ଙ୍କୁ ଉତ୍ସାହିତ କଲେ

19-Nov-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ସୋନପୁର ଠାରେ ଯୁକ୍ତ 3 ପ୍ରଥମ ବର୍ଷ ର ଛାତ୍ରୀ ଙ୍କୁ ଏକ ନିଆରା ଢଙ୍ଗ ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଯାହାର ନିର୍ଯ୍ୟାସ ହେଉଛି ଛାତ୍ରୀ ମାନଙ୍କ ଭିତରେ ଥିବା ବୌଦ୍ଧିକ, କଳା, ତଥା ସମସ୍ତ ପ୍ରକାର ଟେଲେଣ୍ଟ ର ଚି଼ହ୍ନଟ ତଥା ବିକାଶ l ଏଥିରେ ମିସ ଦିବା ଭାବେ ଦିବ୍ୟାଶ୍ରୀ

ବେହେରା ଓ ମିସ ଫ୍ରେସର ଭାବେ ମିସ ପୂଜାରାଣୀ ପୁରୋହିତ  ତାଜ ଧାରଣ କରି ଆଜି ର ବିଜେତା ଭାବେ ଦିତ୍ୱୀୟ ଅଧିବେଶନ ର ଅତିଥି ଡିବ୍ଲୁଓ, ଏବଂ ଓଏଏ ସ   ପାୟଲ ବାଗ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ l ଡିଗ୍ରୀ କଲେଜ ଅଧ୍ୟକ୍ଷl ରିତା ରାଣୀ ପୁଜାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ବୀଣାପାଣି ସରସ୍ବତୀ ଙ୍କ ଠାରେ ପୂଜାର୍ଚନା  ଓ ଶୁଭ ଉଦଘାଟନ କରି ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ରେ କ୍ୟାରିଅର ଗଠନ ଉପରେ ଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖି ମନ କୁ ଷ୍ଟ୍ରଙ୍ଗ ରଖି ନିର୍ଭିକ ଭାବେ ଜୀବନ ର ସବୁ ପରିସ୍ଥିତି ର ମୁକାବିଲା କଲେ ସବୁ କ୍ଷେତ୍ର ରେ ସଫଳତା ପାଇ ପାରିବ ବୋଲି ନିଜର ଆଇ ଏ ଏସ ପ୍ରସ୍ତୁତି କ୍ୟାରିୟର ଉପରେ ଅନେକ ଉଦାହରଣ ଦେଇ  ଅଧ୍ୟାପକ ଓ ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ l ଏବଂ  ଡିପ୍ରେସନ ର ସବୁଠୁ ବେଷ୍ଟ ଉପାୟ ହେଉଛି କନଭରସେସନ ବୋଲି ଛାତ୍ରୀ ଙ୍କ ପ୍ରଶ୍ନ ର ଉତ୍ତର ରେ  ବୁଝାଇଥଲେ l ସମ୍ମାନିତ ଅତିଥି ଭାବେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ କଠିନ ପରିଶ୍ରମ ଓ ଶୃଙ୍ଖଳା  ରଖିବା ସହ ଆମ ସଂସ୍କୃତି ପରମ୍ପରା ଉପରେ ମଧ୍ୟ ଅନେକ ଉଦାହରଣ ଦେଇଥିଲେ l ଓଡ଼ିଆ ଅଧ୍ୟାପିକା ପୁର୍ଣିମା ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଅଧ୍ୟାପିକା ସଂଜୁ ରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ଚନ୍ଦ୍ରମା ରଥ, ଶିବାନି ପଣ୍ଡା ସଭା ପରିଚାଳନା କରିଥିବା ବେଳେ  ସୁବର୍ଣ୍ଣପୁର ମାଟିର ଗୌରବ ଇଂ ପାୟଲ ବାଗ (ଓଏଏସ ) ଙ୍କୁ ଏହି ସଭା ରେ ଜ଼ିଲ୍ଲାପାଳ ନରୱଣେ ଓ ଏଡିଏମ ଶ୍ରୀ ଦାଶ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ନବାଗତା ଛାତ୍ରୀ ମାନଙ୍କ ଦ୍ୱାରା ଖୁବ ଦୁନ୍ଦର ନାଚ ଗୀତ ଓ ଅନେକ ଟେଲେଣ୍ଟ ପରିବେଶଣ ମାଧ୍ୟମ ରେ ସକାଳ 10 ଘଣ୍ଟା ରୁ ସନ୍ଧ୍ୟା 5 ଟା ଯାଏ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଡିଗ୍ରୀ  କଲେଜ ର ଛାତ୍ରୀ ଙ୍କ ଦ୍ୱାରା  ଅତିଥି ମାନଙ୍କୁ ଊଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସିନିଅର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ  ଓ  ଓଡିଶୀ ନାଚ ଗୀତ ପରିବେଶଣ କରି ମଞ୍ଚ ରେ ସ୍ୱାଗତ କରାଯାଇଥିଲା l ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଙ୍କ ତତ୍ୱାବଧାନ ରେ  ଓ  ଅଧ୍ୟାପକ ଦୁଃଖିଶ୍ୟାମ ମେହେର, ଚେର ବୂଈ ହୋତା, ରଂଜିତା

ମିଶ୍ର, ମିତା ବାରିକ, ସଲିଳ ବେହେରା, ସୁଦାମ ସାହୁ, ମଦନ ପଣ୍ଡା, ଅକ୍ରୁର ପାଣିଗ୍ରାହୀ, ଓ ସମସ୍ତ ଟିଚିଙ୍ଗ ନନ ଟିଚିଙ୍ଗ ଷ୍ଟାଫ ଙ୍କ ସହଯୋଗ ରେ ଏଇ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଉତ୍ସବ ର ଏକ ଅଟୋଗ୍ରାଫ ଜୋନ ରେ ଜ଼ିଲ୍ଲାପାଳ ଓ ସମସ୍ତ ଅତିଥି ଅଟୋଗ୍ରାଫ ଦେଇଥିବା ବେଳେ ସିଙ୍ଗର ହରିଓଂ କୁଶଳ ଙ୍କ ଦ୍ୱାରା ମେଲୋଡି ସଂଗୀତ ପରିବେଷଣ ମାଧ୍ୟମ ରେ ଛାତ୍ରୀ ଙ୍କୁ ଉତ୍ସାହିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like