-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଆୟୁଷ ରମଣ ସାହୁ ନବୋଦୟ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପ୍ରଚାର ହେବା ପରେ ଶିଶୁ ମନ୍ଦିରରେ ଖୁସି ର ଲହରୀ ଖେଳିଯାଇଛି।ଆୟୁଷ ରମଣ ହେଉଛନ୍ତି ରିଂଜା ଗ୍ରାମର କୋଦଣ୍ଡ ସାହୁ ଓ କୁନ୍ତି ସାହୁ ଙ୍କ ଏକ ମାତ୍ର ପୁତ୍ର ଅଟନ୍ତି।ସେ ବର୍ତ୍ତମାନ ରେଗଡା ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖେଇ ଥିଲେ।