-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ପଦ୍ମପୁର -(ନରହରି ବାଗର୍ତ୍ତି )
ପଦ୍ମପୁର ଉପନିର୍ବାଚନ ରେ ବର୍ଷା ସିଂ ବରିହା ହେଲେ ବିଜୁ ଜନତା ଦଳ ର ପ୍ରାର୍ଥୀ । ଆଜି ଏ ନେଇ ବିଧି ବଦ୍ଧ ଭାବେ ବିଜୁ ଜନତା ଦଳ ତରଫରୁ ଘୋଷଣା କରାଯାଇଛି । ପଦ୍ମପୁର ଏଏଲଏ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ସୂପୁତ୍ରି ବର୍ଷା ରାଣୀ । ସେ ତାଙ୍କ ବାପାଙ୍କର ସ୍ବପ୍ନ କୁ ସବୁ ପୁରା କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି। ପ୍ରାର୍ଥୀ ହେବା ପରେ ପରିବାରରେ ଖୁସି ର ମହୋଲ ସୃଷ୍ଟି ହୋଇଛି।