-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଶିଶୁଡ଼ିବସ ପାଳିତ ହୋଇଯାଇଛି ।ଏଥିରେ ପ୍ରଧାନ ଶିକ୍ଷୟିତ୍ରି ମାଲ୍ୟାନୀ ନାଏକ,ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ରଣା, ସୁଶିଳା ମାଝୀ, ସୁବଲୟା ସାହୁ,ପ୍ରେମ ଚାନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ଛାତ୍ର ମାନଙ୍କୁ ଶିଶୁଡ଼ିବସ ର ତପ୍ତର୍ୟ୍ଯ ଉପରେ ବୁଝେଇ ଥିଲେ।