-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ବିଜେପି ପକ୍ଷରୁ ବରେଇପାଲି ଛକରେ ଭବ୍ୟ ସ୍ଵାଗତ ସମର୍ଦ୍ଧନା ଦିଆଯାଇଛି I ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ଅନିଲ ବେହେରା, ରାମଚନ୍ଦ୍ର ମେହେର, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବବୁ, ଅଶ୍ଵିନୀ ମାଝୀ, ସଞ୍ଜୟ ଷଡ଼ଙ୍ଗୀ, ଦାମୋଦର କର, ଶମ୍ଭୁ ବରେଲିଆ, ସରୋଜ ଘଡ଼େଇ, ନିଲାମ୍ବର ସିକନ୍ଦର, ପ୍ରଦୀପ ବେହେରା, କିଶୋର ମେହେର, ଅନିଲ ସୁନା, କୃଷ୍ଣ ସୁନା, ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ସୁଧୀର ବହିଦାର, ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ସୁଜାତା ଗୁରୁ, ସଂଯୁକ୍ତା ଆଚାର୍ଯ୍ୟ, ମେଜ ସାହୁ, ଅଞ୍ଜଳି ଛୁରିଆ,ସୁମି ରାଉତ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ I