-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
12-Nov-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସ୍ଥିତ ମହାଲେଇ ଗ୍ରମପଞ୍ଚାୟତ୍ ର ମହଲେଇ ଗାଁ ସୁନୀଲ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଙ୍କ ଦୋକାନ ଘରେ କୌଣସି କାରଣ ରୁ ନିଆ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଦୋକାନ ରେ ଥିବା ଫ୍ରିଜ୍ , କୁଲର, ପଇସା, ସମାନ ଏବଂ ଦୋକାନର ଅନ୍ୟ ବିକ୍ରୀ ସାମଗ୍ରୀ ସବୁ ଜଳି ପୁଡି ପାଉଁଶ ହୋଇଯାଇଛି। ଗାଁ ଲୋକ ପହଂଚି ନିଆକୁ ଆୟତ କରିଥିଲେ ପରେ ଫାୟାର ଟିମ୍ ଆସିଥିଲେ ଏବଂ ରିପୋର୍ଟ ଲେଖିଥିଲେ ଗାଁ ଲୋକ l ଦୋକାନ ମାଲିକ ସୁନିଲ ଙ୍କ କହିବା ଅନୁସାରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପୋଡି ଯାଇଥିବା ସମାଗ୍ରୀ ର ଆନୁମାନିକ ମୂଲ୍ୟ ପ୍ରାୟ 5 ରୁ 6 ଲକ୍ଷ ଟଂକା ହେବ ବୋଲି ଜଣା ପଡିଛି l ଦୋକାନ ପୋଡ଼ି ର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ