-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Nov-2022
ବଲାଙ୍ଗିର// ନଭେମ୍ବର ସେବା ମନୋବୃତିରେ ଜଣେ ପୂର୍ବତନ ପ୍ରାଥମିକ ଶିକ୍ଷକ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି l ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇଣ୍ଡାପାଲିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ପାଣ୍ଡବ ପଧାନ ତାଙ୍କର ପେନ୍ସନ ଅର୍ଥରୁ ପଥରଖଣ୍ଡି ଗ୍ରାମରେ ୩୦ ଜଣଙ୍କୁ ବୃଦ୍ଧ, ବୃଦ୍ଧା, ଅସହାୟ ଓ ଅକ୍ଷମ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଶୀତ ଦ୍ୱାରା ସେମାନେ ରକ୍ଷା ପାଇବାକୁ ହସ ହସ ମୁହରେ କମ୍ବଳ ଗ୍ରହଣ କରି ଶ୍ରୀ ପାଣ୍ଡବଙ୍କୁ କୃତଜ୍ଞତା ଜଣାଇବା ସହିତ ଆଶିଷ ପ୍ରଦାନ କରିଥିଲେ ।