-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲା ଶିହିନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଡା ଗ୍ରାମରେ ଷଷ୍ଠତମ ରାଧାକୃଷ୍ଣ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭାଜପାର ଜିଲ୍ଲା ସାଧାରଣ ସଂପାଦକ ମୁକେଶ କୁମାର ଜୈନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଟିଟିଲାଗଡର ସିଙ୍ଗ ଷ୍ଟାର ଗ୍ରୁପ- ପ୍ରଥମ, ସରଗିଗୁଡାର ଏସଏମ ଗ୍ରୁପ- ଦୃତୀୟ ଓ ସୁନିଲ ଡାନ୍ସ ଗ୍ରୁପ- ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମୁଖ୍ଯ ଅତିଥି ଶ୍ରୀ ଜୈନ କୃତ ଗ୍ରୁପକୁ ପୁରସ୍କୃତ କରିଥିଲେ। ବିରବର ସାହୁ ଓ ଧୂବ୍ଳେ ପୋଢ ସହଯୋଗ କରିଥିଲେ।