-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ପ୍ରେସକ୍ଲବ ପକ୍ଷରୁ ସମସ୍ୟା ୧୩ ଦଫା ଦାବୀ ନେଇ ଆନ୍ଦୋଳନ। ଆନ୍ଦୋଳନ କୁ ପ୍ରବଳ ଜନ ସମର୍ଥନ

07-Nov-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ସରକାରୀ ଡ଼ାକ୍ତରଖାନା ର ଅବ୍ୟବସ୍ଥା ବିରୁଦ୍ଧରେ ୧୩ଦଫା ଦାବୀ ନେଇ ଡାକ୍ତରଖାନା ସମ୍ମୁଖୀନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ବସିଛି ପ୍ରେସ କ୍ଲବ୍ କଣ୍ଟାବାଞ୍ଜି । ଏ ନେଇ ପୂର୍ବ ରୁ ସ୍ଥାନୀୟ ତହସିଲଦାର ଙ୍କ ଜରିଆ ରେ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦିଆଯାଇଥିଲା ଦାବି ଉପରେ ସମାଧାନ କରିବା ବଦଳ ରେ କଣ୍ଟାବାଞ୍ଜି ରେ କାର୍ଯ୍ୟରତ ୨ ଡାକ୍ତର ଦେବାଶିଷ ତ୍ରିପାଠୀ,ଡାକ୍ତର ମନୀଷ ହୋତା ଙ୍କୁ ବଦଳି କରିବା କୁ ସଂଗଠନ ନିନ୍ଦା କରିଛି ।  ପ୍ରମୁଖ ଦାବୀ ଗୁଡିକ ହେଲା କଣ୍ଟାବାଞ୍ଜି ଡାକ୍ତରଖାନା ର ଡାକ୍ତର ସହିତ ସମସ୍ତ କର୍ମଚାରି କୁ ବାୟୋମେଟ୍ରିକ ଉପସ୍ଥାପନ ବାଧ୍ୟତା ମୂଳକ କରିବା,ଡାକ୍ତର ଡ୍ୟୁଟି ଚାର୍ଟ ସାର୍ବଜନୀକ କରାଯାଉ,ସମସ୍ତ ବିଶେଷଜ୍ଞ ଡାକ୍ତର ଙ୍କ ବହି ବିଭାଗ ସକାଳ ଓ ସନ୍ଧ୍ୟା ରେ କରାଯାଉ. କଣ୍ଟାବାଞ୍ଜି ଡାକ୍ତରଖାନା ରେ ଥିବା ଏମସିଏଚ୍ ରେ ବହୁ ଅବ୍ୟବସ୍ଥା ଲାଗୁ ରହିଛି ତାହା ତୁରନ୍ତ ପ୍ରତିକାର କରିବା,କଣ୍ଟାବାଞ୍ଜି ଡାକ୍ତରଖାନା ରେ ଆସିଥିବା ନୂଆ ଏକ୍ସିରୀଆ ମେସିନ ଖତ ଖାଉଛି ଏହା କୁ ଅବିଲମ୍ୱ ଆରମ୍ଭ କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ରେ ଖାଲି ଥିବା ସମସ୍ତ କର୍ମଚାରି ପଦବୀ ତୁରନ୍ତ ପୂରଣ କରିବା , କଣ୍ଟାବାଞ୍ଜି ଡାକ୍ତର ଖାନା ମହିଳା ଶିଶୁ ପ୍ରସୂତି ବିଶେଷଜ୍ଞ ଙ୍କ ବହି ବିଭାଗ ପ୍ରତିଦିନ କରିବା,କଣ୍ଟାବାଞ୍ଜି PPC ରେ ସ୍ଥାୟୀ ଭାବେ LHB ଓ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି ଏହା ଉପରେ ଦୃଷ୍ଟି ନିୟମିତ ଦିଆଯାଉ,ପାଣି ସମସ୍ୟା ମଧ୍ୟ ପ୍ରତିକାର କରିବା,

ଡାକ୍ତରଖାନା ରେ ଡାକ୍ତର ମାନେ ଅନ୍ତ ବିଭାଗ ରୋଗୀ ସେବା ପାଇଁ ରାଉଣ୍ଡ କରୁ ନାହାନ୍ତି ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟ ରେ ରାଉଣ୍ଡ କରାଯିବା ,ନିଦାନ ଓ ନିରାମୟ ସେବା ୨୪×୭ ଯୋଗାଇ ଦିଆଯିବା,ଡାକ୍ତରଖାନା ରେ ଲେବର ରୁମ୍ ( ପ୍ରସବ ଗୃହ) ଓ ଡ୍ରେସିଂଗ ରୁମ୍ ରେ ବ୍ୟାପକ ଭାବେ ଅର୍ଥ କାରବାର

ହେଉଛି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା, ଡାକ୍ତରଖାନା ସମସ୍ତ କର୍ମଚାରୀ ଙ୍କୁ ୟୁନିଫମ ଓ ଆଇଡେନ୍ଟି କାର୍ଡ I ବାଧ୍ୟତାମଳକ କରାଯିବା, କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନା କୁ ଉପଖଣ୍ଡ ଡାକ୍ତରଖାନା ର ମାନ୍ୟତା ଦିଆଯିବା ପ୍ରମୁଖ ଦାବି କରିଛି। ଆଜିର ଏହି ଆନ୍ଦୋଳନ କୁ ସମର୍ଥନ କରି କୋଶଳ ମୁକ୍ତି ମୋର୍ଚ୍ଚା କଣ୍ଟାବାଞ୍ଜି ଶାଖା ସଭାପତି ରଞ୍ଜନ ମହାପାତ୍ର, ରାଜୁ ବାରିକ, ଜତିନ ମାହାନ୍ତି, କାନ୍ହା ଦିପ, ବିଧୁଭୁଷଣ ଗୁରୁ, ରାଜ ଗୁରୁ,ରାହୁଳ ପୁଟେଲ, ରାମସେନା ପକ୍ଷରୁ ପପୁ ଜୁଏଡ, ପ୍ରକାଶ ପ୍ରଧାନ, ସମ୍ରାଟ ଅଶୋକ ଫାଉଣ୍ଡେସନ , ଏଲ୍,ଡିଏ ପ୍ରତିଷ୍ଠାତା ଳବ ସୁନା, ଭଜ ସିପକା, ରାଜେନ୍ଦ୍ର ଦୀପ, ବିପିନ ନାଗ,ଦିଳିପ ନାଗ, ଛଟୁ ମାହାନନ୍ଦ, ଓ ମାଁ ଦ୍ୱାରସେନି ୟୁଥ କ୍ଲବ ରାଜୁ ଛତ୍ରିଆ ,ସଭାପତି ରାଜୁ ଛତ୍ରିଆ,ସଂପାଦକ  ନନ୍ଦୀ କିଶୋର ଚଦନ, ସହ ଆଇନଜୀବୀ ବିଷ୍ଣୁ ପ୍ରାସାଦ ଶର୍ମା, ସମାଜିକ ସେବି ବିଜୟ ବଂଶଲ ସହ ସତାଧିକ ସମାଜିକ ସଂଗଠନ କର୍ତ୍ତାସହ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like