-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଏସ୍ ୟୁ ଜେ ରେ ଜେନେରାଲ ସେକ୍ରେଟାରୀ ପ୍ରଶାନ୍ତ କୁମାର ପାଢ଼ୀ ଓ ଷ୍ଟେଟ ସେକ୍ରେଟାରୀ ମହେନ୍ଦ୍ର କୁମାର ଦର୍ଜି ଯୋଗଦେଇଥିଲେ। ବୈଠକରେ ଉନ୍ନତମାନ ସାମ୍ବାଦିକତା ଓ ସାମ୍ବାଦିକମାନଙ୍କ ସୁରକ୍ଷା ତଥା ସମାଜିକ ସଚେତନତା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଶରତ ମହାକୁଡ଼ଙ୍କ ଆବାହକତ୍ବ କ୍ରମେ ସାମ୍ବାଦିକ ଗୋପବନ୍ଧୁ ସତପଥୀ, ରଘୁ ନନ୍ଦନ ସିଂହ, ନିରୋଜ୍ କୁମାର ମିଶ୍ର, ସନ୍ତୋଷ କୁମାର ଠାକୁର, ସତ୍ଯ ନାରାୟଣ ପୁଟେଲ୍, ଦେବାଶିଷ ବହିଦାର, ରାଜକୁମାର ଦାସ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।