-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠୀ ଗସ୍ତ କରିଛନ୍ତି । ପ୍ରଥମେ ଶ୍ରୀଯୁକ୍ତ ତ୍ରୀପାଠି ବ୍ଲକ କାର୍ଯ୍ୟାଲୟରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବଶରରେ ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏସଏ‘ସି, ସିଏ‘ସି ତଥା ଅନ୍ୟାନ୍ୟ ପାଣ୍ଡିର ବିନିଯୋଗ ଉପରେ ଏବଂ କାର୍ଯ୍ୟର ଅଗ୍ରଗତି ନେଇ ପଚାରି ବୁôଝଥିଲେ । ପରେ ବ୍ଲକ ପରିଶର ବୁଲିଦେଖି ଖୂସିବ୍ୟକ୍ତ କରିଥିଲେ । ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ବିଡିଓ ହେମସାଗର ଭୋଇ, ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଗୋବିନ୍ଦ ମିଶ୍ର, କୃତବାସ ମିଶ୍ରଙ୍କ ସମେତ ସମସ୍ତ ର୍ମଚାରୀ ଉପସ୍ଥିତ ରହିଥିଲେ ।