-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କଳା ପଥର ପଂଚାୟତ ଅନ୍ତର୍ଗତ ପଧାନପାଲି ଯୁବ ସଂଘ ଓ ନୃଷିହ ଖମନ୍ ଆୟୋଜକ ଅନୁଷ୍ଠାନର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଶରତ ପଧାନ, ବନମାଳୀ ପଧାନ, ସାନୁ ବାଘ, କଲ୍ୟାଣୀ ପଧାନ, ମଣ୍ଟୁ ପଧାନ, ସୁଧାଂଶୁ ଶେଖର ପଧାନ, ସୁଧୀର ପ୍ରସନ୍ନ , ଚକ୍ରପାଣି ପ୍ରଧାନ, ଭୀମ ମେହେର, ବିଶି କର୍ଣ୍ଣ, ଗୋପାଳ ବାରିକ୍, ସତ୍ୟ ପ୍ରଧାନ, ବସିଷ୍ଟ ପ୍ରଧାନ, ଆଶୁତୋଷ ପ୍ରଧାନ, ନକୁଳ ପ୍ରଧାନ, ଗୁନକର ପ୍ରଧାନ ପ୍ରମୁଖ ରକ୍ତ ଦାନ ଶିବିର ଆୟୋଜନ ଓ ରକ୍ତ ଦାନ କରିଥିଲେ । ଆୟୁଷ ଡାକ୍ତର ବିଶ୍ଵନାଥ ରଥ, ସୁବାଷ ପଣ୍ଡା, ଜଗତ ଦାରୁଅନ, ଯୁଧିଷ୍ଟିର ନାୟକ ରକ୍ତ ଦାନ ଶିବିର କୁ ପରିଚାଳନା କରିଥିଲେ ।