-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ସଇଁତଳା (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ସାଇଁତଲା ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ଗ୍ରାମର ସୁରୁଲାଵାଗ କୌଣସି ଏକ ଘରୋଇ କାମରେ ନିଜ ଗ୍ରାମରୁ ଡୁଙ୍ଗରିପାଲି ଯିବା ସମୟରେ ଡୁଙ୍ଗରିପାଲି ଗାଁ ମୁଣ୍ଡରେ ରଖାଯାଇଥିବା ଥିବା ବାଲି ଉପରେ ବାଇକ୍ ଚକ ସ୍ଲିପ ହୋଇଥିବାରୁ ଭାରସାମ୍ୟ ହରାଇ ହଠାତ୍ ପଡିଯାଇଥିଲେ। ଫଳରେସୁରୁଲାଲ ଙ୍କ ଦେହ ର ପଛପଟେ ଗଭୀର ଆଘାତ ଲାଗିଥିଲା ।ତାଙ୍କୁ ପରିଵାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ସ୍ଥାନାନ୍ତରିତ କରି ଥିଲେ ।ଏବେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗ ରେ ଭର୍ତ୍ତୀ କରାହେଇଛି ।