-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ପାଟଣାଗଡ଼(ପ୍ରେରଣା ଖବର) ପାଟଣାଗଡ଼ ପୁଲିସ ଏକ ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଭଇଷା ଗାଁ’ରେ ଜୁଆଡି ମାନେ ଜୁଆ ଖେଳୁଥିବା ବେଳେ ଚଢ଼ଉ କରିଥିଲା। ଘଟଣା ସ୍ଥଳରେ ୬ ଜଣ ଜୁଆଡ଼ିଙ୍କୁ ଧରିବା ସହ ତାଙ୍କ ଠାରୁ ନଗଦ ୧୨୦୦ ଟଙ୍କା, ୨ଟି ମୋବାଇଲ ସହ ଜୁଆ ଖେଳୁଥିବା ପ୍ଲେଇଙ୍ଗ କାର୍ଡକୁ ଜବତ କରିଛି। ପୁଲିସ ସେମାନଙ୍କୁ ପାଟଣାଗଡ଼ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି।
ଉକ୍ତ ୬ ଜଣ ହେଲେ ଅଜୟ ତୁମନିଆ, ଗୋବିନ୍ଦ ବିଶି, ନରେଶ
ଷାଣ୍ଡ, ପଦ୍ମଲୋଚନ ନାଗ, ଜୟକୁମର ବଗର୍ତ୍ତି ଓ ବାଲାନନ୍ଦ ଜୁଏଡ଼। ସେମାନଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରି ଥାନା କେସ୍ ନମ୍ବର ୧୯୩/୨୨/୩ ଭାରତୀୟ ପିଙ୍ଗଲ କୋର୍ଡର ଓପିଜି ଧାରାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।