-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ସୋନପୁର ସହର ର ମଝିପଡ଼ା, ଘୋଡ଼ାଘାଟ ପଡା ସମେତ ବିଭିନ୍ନ ମନ୍ଦିର ରେ ଆରମ୍ଭ ହେଲା ମାଁ କାଳୀ ଙ୍କ ପୂଜା ଉତ୍ସବ

25-Oct-2022



ସୁବର୍ଣ୍ଣପୁର :ଗତକାଲି ମଧ୍ୟ ରାତ୍ରିରୁ ସୁବର୍ଣ୍ଣପୁର ସହର ର ବିଭିନ୍ନ ଜାଗାରେ ମା କାଳୀ ଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଥିବା ବେଳେ ମଝିପଡା କାଳୀପୂଜା ମୋହୋତ୍ସବ ୨୦୨୨ ପାଇଁ ସହରର ଦଶମତୀ ମହାନଦୀ ଘାଟରେ ଗଙ୍ଗା ମାତା ଙ୍କୁ ପୂଜା,ଆରାଧନା ଓ ଆବାହନ କରାଯାଇ ପୂଜା ମଣ୍ଡପ ଯାଏଁ ବାଜା ବାଣ ସହ ଏକ ବିଶାଳ କଳସ ଯାତ୍ରା ପହଞ୍ଚି ଥିଲା।ଏବଂ ପୂଜାର ମୁଖ୍ୟ ରାଜ ପୁରହିତ ବୁଲୁ ପୁରହିତ ଙ୍କ ଦ୍ବାରା ରିତୀ ନୀତି ଅନୁସାରେ ଭୋର ୩ଟା ଯାଏଁ ପୂଜା ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟ କର୍ତା ଭାବରେ ପଦ୍ମନାଭ ପାଢ଼ୀ କାର୍ଯ୍ୟ ତୁଳାଇ ଥିବା ବେଳେ କମିଟିର ସଦସ୍ୟ ଲଡୁ କିଶୋର ମଲ୍ଲିକ,ବିକାଶ ପଣ୍ଡା,ଦିଲ୍ଲୀପ ସାହୁ,ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ଥିଲେ।ବରିଷ୍ଠ ସଦସ୍ୟ ମାନସ ରଞ୍ଜନ ସେଠ,ଜଗବନ୍ଧୁ ତ୍ରିପାଠୀ,ପିୟୁସ ପଣ୍ଡା, ସନ୍ତୋଷ ପାଢ଼ୀ, ସୁରଜ ସାହୁ, ଶେଷ ଦେବ ମେହେର, ପୂରଣ ନାଏକ, ହରିନାରାୟଣ ସାହୁ, ଚନ୍ଦ୍ର ଶେଖର ଦଳାଇ, ସୁବାଷ ବିଶ୍ୱାଳ, ଦିଲ୍ଲୀପ ସାହୁ, ସିପୁନ ସାହୁ, ପ୍ରମୁଖ ଙ୍କ ସମେତ ପୂଜା କମିଟିର ଶତାଧିକ ସଦସ୍ୟ ଏବଂ ସହରର ଆନେକ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଆସନ୍ତା ୧ ତାରିଖ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଖୁବ ଯାକ ଯମକ ରେ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି l ଠିକ ସେହିପରି ସହର ର ଘୋଡ଼ାଘାଟ ପଡା ମହାରଣା ପଡା ଛକ, ଫରେଷ୍ଟ ପାର୍କ  ପଛ ପଟେ ଥିବା ମା ଦକ୍ଷିଣ କାଳୀ ମନ୍ଦିର ଓ ସୁବର୍ଣ୍ଣମେରୁ ମନ୍ଦିର ଠାରେ ଥିବା ମା କାଳୀ ଙ୍କ ମନ୍ଦିର ରେ ରୀତି ନୀତି ରେ ପୂଜା ଵିଧି ଆରମ୍ଭ କରାଯାଇଛି l ଦକ୍ଷିଣକାଳୀ ମନ୍ଦିର ରେ ପୂଜକ ମହାକାଳ ବାବା ଙ୍କ ଦ୍ୱାରା ପୂଜା ଵିଧି କରାଯାଇଥିବା ବେଳେ ଧୂବଳେସ୍ବର ସିଂ, ଭାସ୍କର ଦାଶ,

ମନୋଜ କର୍ମୀ, ଅରବିନ୍ଦ ଭୋଇ, କବି, ନରେନ୍ଦ୍ର ଅଧିକାରୀ, ବେଦ, ପ୍ରଦୀପ ସେଠି, ରାଜୀବ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l ସୁବର୍ଣ୍ଣମେରୁ ମନ୍ଦିର କ୍ୟାମ୍ପସ ରେ ଥିବା ନବ ନିର୍ମିତ ମା କାଳୀ ଙ୍କ ମନ୍ଦିର ରେ ଗତ କାଲି ସକାଳ ନଅ ଘଣ୍ଟା ରେ ମହାନଦୀ ତେନ୍ତୁଳି ଘାଟ ଠାରୁ  ଗଙ୍ଗା ମାତା ଙ୍କୁ ପୂଜା ପରେ କଳସ ଯାତ୍ରା ଆସି ମନ୍ଦିର ରେ ପହଞ୍ଚିଥିଲା l ଏବଂ ରାତ୍ରି ୯.୩୦ ଘଣ୍ଟା ରୁ  ଭୋର ୪ ଟା ଯାଏ ପଣ୍ଡିତ ଆନନ୍ଦ ମିଶ୍ର ଙ୍କ ଦ୍ୱାରା ଚଣ୍ଡୀ ଯଜ୍ଞ ଓ ପୂଜା ଵିଧି ଅନୁଷ୍ଠିତ ହୋଇଥିବା ବେଳେ କର୍ତ୍ତା ଭାବେ ସୁବ୍ରତ ମିଶ୍ର ଓ ସହ ଧର୍ମିଣୀ ପୂଜା କାର୍ଯ୍ୟ ତୁଲାଇଥିଲେ ଓ ମଣ୍ଟୁ ମିଶ୍ର,ଘାସି  ମିଶ୍ର, ନରସିଂହ ପାଣିଗାହୀ ଓ ପାଢୀ ବାବୁ ପୁଜା ସମୟରେ ସହଯୋଗ କରିଥିଲେ । ଦିବା 1 ଘଣ୍ଟା ବେଳେ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ସାମୁହିକଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ମନ୍ଦିର କମିଟି ର ସଭାପତି ବିଶ୍ୱ ରଞ୍ଜନ ପୁଜାରୀ, ସଦସ୍ୟ ରାଜ କିଶୋର ତ୍ରିପାଠୀ, ପ୍ରମୋଦ ନାଏକ, ପୂଜକ ସୁରୁବାବୁ ଡାଙ୍ଗୁଆ, ବିରଞ୍ଚି ଦେହୁରୀ, ବିକ୍ରମ ମିଶ୍ର, ମୁନା ବାବୁ ପ୍ରମୁଖ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like