-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
କଣ୍ଟାମାଳ / ଆଜି ସକାଳ ସମୟରେ ଦୁଇ ନମ୍ବର୍ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ପଲଶାଗୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପରିଦର୍ଶନ ରେ ଆସିଥିଲେ । ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ତଥା ଅଧ୍ୟାପକ କର୍ମଚାରୀ ମାନଙ୍କ
ସହିତ ଆଲୋଚନା କରି ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା ହୋଇଥିଲା l ଏହି ଅବସର ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାରାୟଣ ପଣ୍ଡା,ପ୍ରାଧ୍ୟାପକ ଫକିର ମୋହନ ସାହୁ,ଭରଦ୍ୱାଜ ମହାକୁଡ,ସୁରେଶ କୁମାର ଦନ୍ତା , କୈଳାଶ ଚନ୍ଦ୍ର ବାରିକ ନାରାୟଣ ପ୍ରଧାନ,ଅମ୍ବିକା ପ୍ରସାଦ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
( ଘନଶ୍ୟାମ ଦନ୍ତା ଙ୍କ ରିପୋର୍ଟ)