-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ସ୍ଥିତ ଅଗ୍ରେସନ ଭବନ ଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ସମ୍ମିଳନୀ ରୋହିତ ପାଣ୍ଡେ, ଶଙ୍କର ନାଗ, ପିଣ୍ଟୁ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଆଶିଷ ପାଣ୍ଡେ ଜିଲ୍ଲା ସଭାପତି ରାଷ୍ଟ୍ରୀୟ ପରିଷଦ ରାଷ୍ଟ୍ରୀୟ ତଥା କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିବା ବେଳେ ମଂଚାସୀନ ଥିଲେ ସୁରଥ ବେହେରା କଣ୍ଟାବାଜି ଆବାହକ, ପ୍ରଭାରୀ ଜୟପ୍ରକାଶ ମିଶ୍ର, ଶ୍ୟାମଘନ ନନ୍ଦ ପୁଇଁତଳା ବ୍ଲକ ପ୍ରଭାରୀ, ପ୍ରଫୁଲ୍ଲ ପଣ୍ଡା ପାଟଣାଗଡ ଆବାହକ, ସଦାଶିବ ମେହେର, ବନିତା ପଧାନ ସମେତ ଅନେକ ଆମ ଆଦମୀ ପାର୍ଟିର କର୍ମକର୍ତା ଉପସ୍ଥିତ ଥିଲେ l