-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
10-Oct-2022
ବରଗଡ:ଆଜି ଜିଲ୍ଲlସ୍ତରୀୟ ବିଶ୍ୱ ମାନସିକ ସଚେତନତା ଦିବସ ବରଗଡ ଠାରେ ପାଳିତ ହୋଇଯାଇଛି ।ଏହି ସଚେତନତା ଦିବସରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଭୁତି ଭୂଷଣ ମେହେର,ଡାକ୍ତର ପି.କେ ଦାଶ ଏବଂ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ସିନିୟର ରେସିଡେଣ୍ଟ
ମାନସିକ ବିଭାଗର ଡ଼ାକ୍ତର ପି.କେ ସାହୁ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ବିଷଦ ଭାବେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀ ବୃନ୍ଦ ଙ୍କ ସମେତ ଆଶା କର୍ମୀ ଉପସ୍ଥିତ ଥିବା ସହିତ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ର ପ୍ରତାପ କୁମାର ଦାଶ,ଅଶୋକ କୁମାର ସାହୁ,ମାନସିକ ବିଭାଗୀୟ କର୍ମଚାରୀଗଣ ଉପସ୍ଥିତ ଥିଲେ ।