-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ପାଟଣାଗଡ-(ସଚ୍ଚିଦାନନ୍ଦ ମହାକୁର)-ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଠାରେ ଜାଦବ ସମାୟର ନୂଆଁଖାଇ ଭେଟଘାଟ ଓ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଛି । ବ୍ଲକ ଯାଦବ ସଭାପତି ଜଗନ୍ନାଥ ଖର୍ସେଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅଵସର ପ୍ରାପ୍ତ ଯଵାନ ହରିଚନ ସୁନାନି ପାଟଣାଗଡ ପୈ।ରପରିସଦର ଜାଦବ ସମାୟ ସଭାପତି ରାମଚନ୍ଦ୍ର ବାଗ ଓ ୟୈ ।ତୁକ ଘିଵେଲା ଏବଂ ୩୦ ଗୋଟି ପଞ୍ଚାୟତର ସଭାପତି , ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହି ନୂଆଁଖାଇ ଭେଟଘାଟ ଓ ମହାସଭା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପାଟଣାଗଡ଼ ବ୍ଲକ ଯୁବ ଜାଦବ ସଭାପତି ହରିଚନ ସୁନାନୀ ଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା ।