-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବଲାଙ୍ଗୀର, ରାଜ୍ୟର ବୃହତ୍ତଷ୍ଟେସନ ମାନଙ୍କ ମଧ୍ୟରେ ଉତ୍ତମ ସ୍ୱଚ୍ଛ ଷ୍ଟେସନ ରୂପେ ବଲାଙ୍ଗୀରକୁ ରାଜ୍ୟସ୍ତରୀୟ ପୁରସ୍କାର ମିଳଛି । ଏହି ଖବର ଜଣାପଡିବା ପରେ ଷ୍ଟେସନ ପ୍ରବନ୍ଧକ ସୁରେଶ ଚନ୍ଦ୍ର ଦାଶ, ସ୍ୱାସ୍ଥ୍ୟ ନିରୀକ୍ଷକ ଅମର ସିଂ ଓ ବାଣିଜ୍ୟ ନିରୀକ୍ଷକ ଭାସ୍କର ଚନ୍ଦ୍ର ମାର୍ଥା ଙ୍କ ସହ ଅନ୍ୟାନ୍ୟ ରେଲୱେ କର୍ମଚାରୀ ମାନଙ୍କୁ ଡିଆର୍ ୟୁ ସିସି ସଭ୍ୟ ମନୋରଂଜନ ସାହୁ ଅଭିନନ୍ଦନ ଜଣାଇଛନ୍ତି । ୬୭ତମ ରାଜ୍ୟସ୍ତରୀୟ ଏୱାର୍ଡ ଫଙ୍କସନ୍ -୨୦୨୨ ରେ ବଲାଙ୍ଗୀର ରେଲୱେ ଷ୍ଟେସନ କୁ ଭୁବନେଶ୍ୱରସ୍ଥିତ ସାଧାରଣ ପ୍ରବନ୍ଧକଙ୍କ ଠାରୁ ପୁରସ୍କୁୃତ କରାଯାଇଛି ।