-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ପାଇକମାଳ -ବୈଦପାଲି ଗାଁରେ ମୁଗ ଓ ରାଶି ଚାଷର ବିବିଧତା ଉପରେ ଚାଷୀଙ୍କୁ ତାଲିମ ପ୍ରଦାନ କାର୍ଯକ୍ରମ:

24-Sep-2022



ବରଗଡ ଜିଲ୍ଲା ପଦ୍ମପୁର ବ୍ଲକରେ ଥିବା ବୈଦପାଲି ଗାଁରେ  ଭିତ୍ତିଭୂମି ସେବା ସଂଗଠନ ଦ୍ୱାରା କରାଯାଇଥିବା ମାଣ୍ଡିଆ, ରାଶି, ମୁଗ, କୁଦ, ଗୁରିଜି ଚାଷର ମଦର ଟ୍ରାଏଲ କ୍ଷେତରେ ମୁଗରେ 19 କିସମର ବିହନ, ରାଶି 11 କିସମର , ମାଣ୍ଡିଆ 26 କିସମ, କୁଦ 6 କିସମ, ଗୁରୁଜୀ 27 କିସମର ବିବିଧତା କ୍ଷେତ୍ରର ପରୀକ୍ଷା ଓ ନିରୀକ୍ଷା କରିବା ପାଇଁ କାମ କରୁଛି। ଫସଲର ଗୁଣ, ଖାଦ୍ୟ ନିରାପତ୍ତା, ଉତ୍ପାଦନ ସହିତ ନିଜ ଅଂଚଳରେ କେଉଁ ଫସଲ ଅଧିକ ସକ୍ଷମ ହେଇ ପାରିବ ସେ ଉପରେ ଆଜିର କାର୍ଯକ୍ରମ ହୋଇଥିଲା।  କାର୍ଯକ୍ରମ ପ୍ରାରମ୍ଭରେ ଦେଶୀ ବିହନ ସୁରକ୍ଷା ମଂଚର ଆବାହକ ସରୋଜ ମହାନ୍ତି ବିଷମୁକ୍ତ ଖାଦ୍ୟ, ରୁଣମୁକ୍ତ ଚାଷୀ , ଆତ୍ମନିର୍ଭରଶୀଳ କୃଷି ସହ ସୁସ୍ଥ ବଜାରର ଉଦ୍ଦେଶ୍ୟ ବିଷୟରେ ନିଜ ବକ୍ତବ୍ୟ ଚାଷୀଙ୍କ ସାମ୍ନାରେ ରଖିଥିଲେ। କୌଣସି ଫସଲର ଚାଷ ଓ ତାର ଗବେଷଣାତ୍ମକ କାମ ବିଶ୍ବବିଦ୍ୟାଳୟ ଭିତରେ ସୀମିତ ନ ରହି ଚାଷୀ ବି ନିଜେ ଗବେଷଣା କରି  ସମସ୍ତ ଫସଲକୁ ଜୈବିକ ପ୍ରକ୍ରିୟାରେ ଅଧିକ ଉତ୍ପାଦନ  କିପରି ହେଇ ପାରିବ ସେ ଜ୍ଞାନ କୌଶଳ ଚାଷୀଙ୍କ ମଧ୍ୟରେ ପ୍ରସାର ହୋଇ ପାରିବ ସେ ବିଷୟରେ ମଧ୍ୟ କହିଥିଲେ।  ଏହି କାର୍ଯକ୍ରମରେ ମୂଖ୍ୟତଃ ବରଗଡ଼ ସଦର, ପଦ୍ମପୁର, ଗାଇସିଲେଟ ଅଂଚଳର 50 ଜଣ ଜୈବିକ ଚାଷୀ ନିଜ କ୍ଷେତରେ କରିଥିବା ବେବି ଟ୍ରାଏଲରେ ରାଶି ଆଉ ମୁଗ ଚାଷ କିପରି କରିଛନ୍ତି ସେ ବିଷୟରେ କହିଥିଲେ। ମହିଳା ଓ ପୁରୁଷ ଚାଷୀ ମାନଙ୍କର ସହିତ ମୁଗ ଓ ରାଶି ଫସଲର ଉତ୍ପାଦନ, ଗୁଣବତ୍ତା, ଏବଂ ସହଣଶିଲତାକୁ ନେଇ ଚାଷୀଙ୍କ ଦ୍ୱାରା କିସମ ଚିହ୍ନଟ କିପରି କରାଯାଉଛି ଫିବେଲ ସଂସ୍ଥାର ବୈଜ୍ଞାନିକ ଡ଼. ତନୟ ଯୋଶୀ ତାଲିମ ଦେଲେ । ଚାଷୀଙ୍କୁ  ମୁଗ ଆଉ ରାଶିର ଉତ୍ତମ କିସମ ଚିହ୍ନଟ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ କିଛି କିସମର ରୋଗପୋକ

ଲାଗିବା ହେତୁ ଉତ୍ପାଦନ କମିବା ସେ ବିଷୟରେ କହିଥିଲେ।  19 କିସମରୁ ସବୁଠାରୁ ଉନ୍ନତ ବିହନ କେଉଁ ବିହନ  ଚାଷୀମାନେ ଚୟନ କରିଥିଲେ। ଏହି କାର୍ଯକ୍ରମରେ ସୁଇସଏଡ଼ ସଂଗଠନରୁ ଅବନୀ ରାୱଲ ଓ ସାଗର ମହାନ୍ତି ଉପସ୍ଥିତ ରହିଥିଲେ। ଏହି କାର୍ଯକ୍ରମକୁ ଭିତ୍ତିଭୂମି ସେବା ସଂଗଠନର ବବୁଲୁ ବଗର୍ତ୍ତି ସଂଚାଳନ କରିଥିଲେ। ସଂଗଠନର ସୁଖଦେଵ ସ୍ୱାଇଁ, କମଳ ଲୋଚନ ଭୋଇ, ବୁଧୁରାମ ବାରିହା, ଦାଶରଥି ବେହେରା, ପ୍ରହଲ୍ଲାଦ ପଧାନ କାର୍ଯକ୍ରମକୁ ସହଯୋଗ କରିଥିଲେ।
(ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like