-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
29-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ବିଜେପିର ପ୍ରତିକ୍ରିୟା: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ- ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଏହି ପଦକ୍ଷେପ ନିଆଯାଇଛି, ପରୀ ହତ୍ୟା ପ୍ରସଙ୍ଗରେ ଅନେକ ତଥ୍ୟ ପଦାକୁ ଆସିପାରିବ,କିନ୍ତୁ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି l
ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ କହିଲେ- ଚାକିରି ଦେବାକୁ କହି ପ୍ରଦୀପଙ୍କ ଭାବୀ ଜ୍ୱାଇଁ ଆକାଶ ଗୋପାଳପୁରର ଲୋକଙ୍କୁ ଠକିଛନ୍ତି, ରାଜନୈତିକ ପ୍ରୋତ୍ସାହନ ବିନା ଏହା ସମ୍ଭବ ନୁହେଁ, ବିଧାୟକଙ୍କ ସଂପୃକ୍ତି ଥିବା ଗନ୍ଧ ବାରି ହୋଇପଡୁଛି