-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ନବନିଯୁକ୍ତ ବୟନ ଶିଳ୍ପ ସଚିବଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ- ଉତଫୁଲ୍ଲିତ ଚାଷୀ ଓ ବୁଣାକାର

19-Sep-2022



ସୁବର୍ଣ୍ଣପୁର - ଓଡିଶାର ନବନିଯୁକ୍ତ ବୟନଶିଳ୍ପ ସଚିବ ତଥା କୃଷି ବିଭାଗ ର ପ୍ରମୁଖ ସଚିବ ଯିଏ କି ଜଣେ ଦକ୍ଷ, ଅନୁଭବୀ, ଓ ସୃଜନାତ୍ମକ ଚିନ୍ତା ଧାରା ପାଇଁ ବେଶ ପରିଚିତ ଆଇ ଏ ଏସ  ଶ୍ରୀ ଅରବିନ୍ଦ ପାଢ଼ୀ l ନିକଟରେ କେନ୍ଦ୍ର ସରକାର ଙ୍କ ଠାରୁ ଖୁବ ପ୍ରଶଂସା ସାଉଁଟି ଆସିଥିବା ଏବଂ ପୂର୍ବରୁ ମଧ୍ୟ ଓଡିଶା ର କୃଷି ନିର୍ଦ୍ଧେଶକ ଭାବେ ଦକ୍ଷତା ପ୍ରତିପାଦିତ କରିଥିବା  ପଶ୍ଚିମ ଓଡିଶାରେ ଜନ୍ମିତ ଶ୍ରୀ ପାଢ଼ୀ ଙ୍କୁ ଏବେ ସାରା ଭାରତ ରେ ବୟନ ଶିଳ୍ପ ର ନାଁ କରିଥିବା ପଶ୍ଚିମ ଓଡିଶାର ସମସ୍ତ ବୁଣାକାର  ତଥା କୃଷି  କୃଷକ ଏବଂ ସବୁ ମହଲ ରୁ ଲୋକେ ସ୍ୱାଗତ କରିଛନ୍ତି l  ସୁବର୍ଣ୍ଣପୁର, ବରଗଡ଼ ସମେତ ପଶ୍ଚିମ ଓଡିଶା କୁ  ଓଡିଶାର ଭାତହାଣ୍ଡି,  କୃଷି କର୍ମଣ ଜ଼ିଲ୍ଲା ଭାବେ ଆମେ ଦୁଇ ଥର ପୁରସ୍କୃତ ହେଇଛୁ,  ଓ ଆମର ଫୁଡ ପ୍ରଡକ୍ସନ ବଢୁଛି ବୋଲି ଆମ ଅଞ୍ଚଳ ର ନେତା ମନ୍ତ୍ରୀ ସବୁଠି ଭାଷଣ ଦେଉଛନ୍ତି l ସମ୍ବଲପୁରୀ ବସ୍ତ୍ର  ଓ ବୟନ ଶିଳ୍ପ ର  ଅଭିବୃଦ୍ଧି ପାଇଁ ରାଜ୍ୟ ତଥା ସାରା ଭାରତ ରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏ ବିଭାଗ l ଠିକ ଅଛି ଏ ସବୁ କୁ ବି ସ୍ୱାଗତ l କିନ୍ତୁ ନୁଆଁ ସଚିବ ଶ୍ରୀ ପାଢ଼ୀଙ୍କୁ ସ୍ୱାଧୀନ ଭାବେ କର୍ତ୍ତବ୍ୟ କରିବାର ସୁଯୋଗ ଦିଆଗଲେ ପ୍ରକୃତରେ ଓଡିଶା ର ଭାତ ହାଣ୍ଡି ଉଛୁଳି ପଡିବ, ସାରା ବିଶ୍ୱ ଦରବାରରେ ବୟନ ଶିଳ୍ପ ର ଚାହିଦା  ସୃଷ୍ଟି ହେବ ଏବଂ ଚାଷୀ  ଓ ବୁଣାକାରଙ୍କ ମୁହଁରେ ହସ ଫୁଟିବ ନିଶ୍ଚିତ l ହେଲେ ତାଙ୍କ ଉପରେ 5T  ଶାସନ ର ଲଗାମ କୁ ନିୟନ୍ତ୍ରିତ ଭାବରେ ପ୍ରୟୋଗ କରାଯାଉ l ନଚେତ ତାଙ୍କ ଭିତରେ ଥିବା ଦକ୍ଷତା ଓ ପ୍ରତିଭା ର ପୂର୍ଣ୍ଣ ସଫଳତା  ବୁଣାକାର ଓ ଚାଷୀ ପାଇବେ ନାହିଁ l ଆଉ ଅଭାବୀ ଧାନ ସାର ର ସମାଧାନ ଓ  ଚାଷୀର ଆୟକୁ ଦୁଇ ଗୁଣା କରିବା କଥା ଏମିତି କାଗଜ ପତ୍ର ରେ ସୀମିତ ହୋଇ ରହିଥିବ l ଶ୍ରୀ ପାଢ଼ୀଙ୍କ  ନବ ନିଯୁକ୍ତି ପରେ ଏଇ ଉଭୟ ବିଭାଗ ର ଖୁବ ଅଭିବୃଦ୍ଧି ଘଟିବ ବୋଲି ଏ ଅଞ୍ଚଳର ଲୋକେ କିନ୍ତୁ ଖୁବ ଆଶାବାଦୀ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like