-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ଗ୍ରାମ ପଞ୍ଚାୟତର ରକ୍ସା ଗ୍ରାମରେ ପବିତ୍ର ଭାଗବତ ଜନ୍ମ ପାଳିତ ହୋଇଯାଇଛି। ଏହି ଭାଗବତ ଜନ୍ମ ପାଳନ ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ଭାବନା ଯାତ ହେବା ସହ ସୁନ୍ଦରା କାଣ୍ଡ ପାରାୟଣ, ବୈଠକି ସର୍କୀତ୍ତନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁନି ପାରାୟଣ ଗାୟୀକା ଶୁଶ୍ରୀ ମନିଷା ମିଶ୍ର ପୁରାଣ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂଜକ ପୂର୍ଣ୍ଣଚନ୍ଦ୍ର ମିଶ୍ର, କର୍ତ୍ତା ବାବୁଲାଲ ସାହୁ, ଆୟୋଜକ ମାନଗୋବିନ୍ଦ ମେହେର, କୁଶଧ୍ୱଜ ସାହୁ, ଲୋକନାଥ ବେଜୀ, କୈଲାଶ ମେହେର, ସଞ୍ଜୀଵ ସାହୁ, ଦୁଃସାଶନ ମେହେର, ସୁରେଶ ମେହେର, ହେମନ୍ତ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ରସ୍କା ଗ୍ରାମବାସୀ ବୃନ୍ଦ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।