-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଏକ ସ୍ମଶାନ ବିବାଦ କୁ ନେଇ ଉମରକୋଟ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ବିଭିନ୍ନ ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା। ସୂଚନା ପ୍ରକାରେ ଏକ ଭୂମିରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହମତି ସହ ଅନ୍ୟ ଏକ ସଂପ୍ରଦାୟର ଲୋକମାନେ ଶବ କୁ କବର୍ ଦେଇଦେଲେ। ହିନ୍ଦୁ ପକ୍ଷର ଅଭିଯୋଗ ପ୍ରଶାସନିକ ଅଧିକାରୀ ମାନେ ଅନୈତିକ ଭାବେ ଏ କାର୍ଯ୍ୟ ରେ ସହମତି ଦେଇଛନ୍ତି। ଏଥି ପୁର୍ବରୁ ଅନ୍ୟାୟ ଧର୍ମାନ୍ତରୀକରଣ କୁ ନେଇ ହିନ୍ଦୁ ସଂଗଠନ ଗୁଡ଼ିକ ଉଦ୍ବେଗ ପ୍ରକାଶ କରିଥିଲେ।
ରିପୋର୍ଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର