-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବଲାଙ୍ଗୀର(ପ୍ରେରଣା ଖବର) : ଆଜି ପୁଇଁନ୍ତଳା ବ୍ଲକ ଶଙ୍କରଭୁଜି ଗାଁ ର ଛକ ନିକଟରେ ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଏଲ ଦଳ ଚଢ଼ଉ କରି ଗାଁ ର ନବୀନ ମଲ୍ଲିକଙ୍କ ଘରୁ ୧୨ଶହ ଗ୍ରାମର ଗଂଜେଇ ଜବତ କରିଛି । ଗଂଜେଇର ଆନୁମାନିଲ ମୂଲ୍ୟ ୫ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏଜ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଛି ।