-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
08-Sep-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଭଟାପଲା ୟୂପି ସ୍କୁଲ ପରିସରରେ ଗୁରୁବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ , ସମ୍ମାନିତ ଅତିଥି ଭାବେ ବୋରପଦର୍ ସରପଞ୍ଚ ସୁବାଷ ସାହୁ ପ୍ରମୁଖ ଯୋଗ ଦେଇ ବୃ୍ଷରୋପଣ ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ । ଏଥି ସହିତ ବୃକ୍ଷ ରୋପଣ କରିଥିଲେ।