-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା, ଗଜବାହଲ, ରିଷିଡା ପଞ୍ଚାୟତ ର ସରପଞ୍ଚ ଓ ଚାଷୀ ପ୍ରତିନିଧି ମାନେ ଶନିବାର ବଲାଙ୍ଗୀର ଜିଲ୍ଲାର ତୁଷରା ଏନ୍ ଏ ସି ବଙ୍ଗୋମୁଣ୍ଡା ଉଚ୍ଚ ବିଦ୍ୟାପିଠ ଠାରେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଙ୍କୁ ସାକ୍ଷାତ କରି ଏହି ତିନି ପଂଚାୟତ କୁ ଜଳସେଚନ ବ୍ୟବସ୍ଥା ନିମନ୍ତେ ତେଲ ନଦୀ ଠାରେ ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଅନୁରୋଧ ପତ୍ର ଦେବା ସହ ଆଲୋଚନା କରିଥିଲେ। ଏଥିରେ ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ରିଷିଡା ସେବତୀ ରଣା, ଗଜବାହଲ ସରପଞ୍ଚ ଅରବିନ୍ଦ ଗହୀର ,ପୌରକେଲା ସମିତି ସଭ୍ୟ ସୁଧୀର ଭୋଇ,ବରୁଣ ଭୋଇ,ସୁଯ୍ଯମଣି ଭୋଇ,ବବୃବାହାନ ଭୋଇ ,ଟିକେମନ ଭୋଇ, ଲକ୍ଷପତି ରଣା, ବୈବସୁତ ସୁନା, ବରୁଣ ସୁନା, ଭୂବନ ଧରୁଆ ,ଲୁଚନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।