-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବୌଦ୍ଧ(ପ୍ରେରଣା ଖବର) : ୭୫ ତମ ସ୍ବାଧିନତା ଦିବସ ଉପଲକ୍ଷେ ମାଁ ମହାଲକ୍ଷ୍ମୀ ସାହିତ୍ୟ ସଂସଦ ଡିମିରିଝୁଲି ଜିଲ୍ଲା-ବୌଦ୍ଧ ର ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଛି। ଏଥିରେ ବହୁତ ସଂଖ୍ୟାରେ କବି କବୟିତ୍ରୀ ଯୋଗଦେଇ ଆସରକୁ ସଫଳ କରିଥିଲେ। ପ୍ରତିଷ୍ଠାତା ଘନଶ୍ୟାମ ଦନ୍ତା, ସମ୍ପାଦକ ମୀରାବାଇ ପାଣିଗ୍ରାହୀ,ସହ ସମ୍ପାଦକ ମଣ୍ଟୁ ପଧାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା। ଏବଂ ଶେଷ ରେ ଅଂଶଗ୍ରହଣ କରିଥିବା ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ମନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି।