-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ମୁରିବାହାଲ- ମୁରିବାହାଲ ବ୍ଲକ ର ବିଭିନ୍ନ ଗ୍ରାମ କୁ ଯାଇ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ ଙ୍କ ସଭାପତିତ୍ୱ ରେ ମୁରିବହାଲ ବ୍ଲକ ଜlମୁଟ, ଦେବଙ୍ଗ, ଡୁଙ୍ଗୁରିଗୁଡl ଗାଁ
ମାନଙ୍କୁ ଯାଇ ପରିବାର ସମ୍ପର୍କ କାର୍ଯ୍ୟକ୍ରମ କରିଥିଲେ |ଏହି ଅବସରରେ ବିଜେଡି ବ୍ଲକ ସଭାପତି ମିନିକେତନ ପାତ୍ର, ବରିଷ୍ଠ ନେତା ଅଶୋକ ପଟ୍ଟନାୟକ, କ୍ଷେତ୍ର ପୁଟେଲ,ଯୁବ ଜିଲ୍ଲା ସମ୍ପାଦକ ଯୁଧିଷ୍ଟିର ଭରାଶଗରିଆ, ତୁପାଉଡ଼lର୍ ସରପଞ୍ଚ ପ୍ରତିନିଧି ଅନ୍ତର୍ଯୟାମୀ ବାଗ ଯାଦବ, ଅକ୍ଷୟ ସେଲମା ପ୍ରମୁଖ ଉପସ୍ଥିତ ଥିଲେ ।