-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଅଭିଯାନର ସଚେତନତା କରିବା ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ସପଥ ଗ୍ରହଣ ଉତ୍ସବ
ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟ ଅଶଂଗ୍ରହଣ କରିଅଛନ୍ତି । ଏହି ସପଥ ଗ୍ରହଣ ଉତ୍ସବରେ ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟର
ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଥିଲେ । ସମାଜକୁ କିପରି ନିଶାମୁକ୍ତ କରି ପାରିବା ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହିତ ଶପଥ ନିଆଯାଇଥିଲା ।