-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଓ ସ୍ନାତକ ମହାଵିଦ୍ୟାଳୟ ରେ ୧୧ଓ ୧୨ତାରିଖ ଦୁଇ ଦିନ ଧରି ଆଜାଦୀ କି ଅମୃତ୍ ମହୋତ୍ସବ, ହର୍ ଘର୍ ଘର୍ ତ୍ରୀରଙ୍ଗା ଅଭିଯାନ ଓ ପ୍ରଭାତ ଫେରି ଅନୁଷ୍ଠିତ
ହୋଇଥିଲା । ଏହି ଅଵସର ରେ ଆଲୋଚନା ଚକ୍ର ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ କଲେଜର ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ,ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ା