-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ରୂପାନ୍ତର ନା ପାତର ଅନ୍ତର ? ଯଦି ପ୍ରକୃତ ରେ ରୂପାନ୍ତରଣ ତ କାହିଁକି ସ୍କୁଲ ରେ ତାଲା ପରେ ଶିକ୍ଷାଧିକାରୀ ଙ୍କୁ ଆକ୍ରମଣ

04-Aug-2022



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠି) ରାଜ୍ୟ ସରକାର ଜୁଲାଇ ମାସ ଶେଷ ବେଳେ 5 T ହାଇସ୍କୁଲ ରୂପାନ୍ତରଣ ଯୋଜନା ରେ ଶିକ୍ଷକ ନିଯୁକ୍ତି ପାଇଁ କଳିଙ୍ଗ ଷ୍ଟାଡିଅମ ରେ ଏକ ସ୍ୱତନ୍ତ୍ର ମହୋତ୍ସବ ମନା ଇଲେ l 6891 ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନବ ନିଯୁକ୍ତି କଲେ l ନବ ନିଯୁକ୍ତି ର ଏକ ନୁଆଁ ଫର୍ଦ କହି ଆପଣ ମାନେ ଖୁସି ତ ମୁଁ ବି ଖୁସି କହିଲେ ମୁଖ୍ୟମନ୍ତ୍ରୀ l ଏବଂ ଆମ ସରକାର ଙ୍କ ଦୂରଦର୍ଶି ପ୍ରୟାସ, ବହୁମୁଖୀ ଚିନ୍ତନ ବୋଲି ରୂପାନ୍ତରଣ ଉସ୍ସବ ରେ ଭାଷଣ ଦେଲେ ଗଣ ଶିକ୍ଷାମନ୍ତ୍ରୀ l ଆଉ ଶିକ୍ଷକ ଙ୍କୁ ଶିକ୍ଷାଧିକାରୀ ଙ୍କୁ ଗୁରୁମନ୍ତ୍ର ଦେବୁ କହିଲେ l ଏହାକୁ ସ୍ୱାଗତ କରାଯାଉଛି l ହେଲେ ଯଦି ଗୋଟାଏ 24 ବର୍ଷ ର ସରକାର ଙ୍କ ଦୂର ଦର୍ଶୀ ର ପ୍ରୟାସ ଓ ବହୁ ମୁଖି ଚିନ୍ତନ କରୁଛି,  ତାହେଲେ ଏବେ ଯାଏଁ  ସ୍କୁଲ ମାନଙ୍କ ରେ ଶିକ୍ଷକ ଅଭାବ ଅଛି କେମିତି l ବ୍ଲକ ଓ ଜ଼ିଲ୍ଲା ଶିକ୍ଷାଧିକାରୀ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ର ଏ ଅଭାବ କାହିଁକି ?ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର ବ୍ଲକ ରେ ବର୍ଷ ବର୍ଷ ଧରି ବାରମ୍ବାର ଅଭିଯୋଗ ପରେ  ମଧ୍ୟ କେନ୍ଦୁପାଲି 5T ସ୍କୁଲ  ରେ ଶିକ୍ଷକ ଅଭାବ, ପୁଣି ନିଯୁକ୍ତି ରେ ପାତର ଅନ୍ତର  ଯୋଗୁଁ ବିଇଓ ଙ୍କୁ  ଅଭିଭାଭାକ ଓ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ହଟହଟା ଓ ମାଡ଼ ଭଳି ଗତ 2 ତାରିଖ ଘଟଣା  ଆଜି ତାହା ସ୍ପଷ୍ଟ ହୋଇଛି l ଜ଼ିଲ୍ଲା ତଥା ରାଜ୍ୟ ପ୍ରଶାସନ ର ଓ  ସ୍ଥାନୀୟ ଜନ ପ୍ରତିନିଧି  ମାନଙ୍କ ଦୁର୍ବଳତା ଓ ବିଫଳତା କୁ ପଦା ରେ ପକାଇଛି l ନିଜର ହକ ପାଇଁ ଲଢେଇ କରୁଥିବା ସୁବର୍ଣ୍ଣପୁର ଜ଼ିଲ୍ଲା ର ଏଇ କେନ୍ଦୁପାଲ୍ଲୀ ଗାଁ ର ସଚେତନ ନାଗରିକ ଓ ଛାତ୍ରଛାତ୍ରୀ ଙ୍କୁ ଜ଼ିଲ୍ଲା ର ଜନ ସାଧାରଣ ସ୍ୱାଗତ କରିଛନ୍ତି ସତ କିନ୍ତୁ ଆଇନ  ହାତ କୁ ନେଇ ଜଣେ ଶିକ୍ଷାଧିକାରୀ ଙ୍କୁ ରାଜରାସ୍ତା ରେ ଖରା ରେ ବସାଇ  ଟଣା ଓଟରା କରି କୁର୍ତା ଫାଡ଼ିବl, ହଟହଟା କରିବା ଘଟଣା କୁ ଜ଼ିଲ୍ଲା ବିଇଡି ସଂଘ ଓ ବିଭିନ୍ନ ଶିକ୍ଷକ ସଂଘ ନିନ୍ଦା କରିଛନ୍ତି l ଜ଼ିଲ୍ଲାପାଳ ହୁଅନ୍ତୁ କି ଶିକ୍ଷାଧିକାରୀ କେବଳ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରି ଶିକ୍ଷlର   ମାନ ଦଣ୍ଡ କୁ ମାପିଲେ ହେବନି l ଶିକ୍ଷାର ଅଭିବୃଦ୍ଧି ଲାଗି ପ୍ରଥମେ ଶିକ୍ଷକ ଅଭାବ ସମସ୍ୟା  କୁ ସମାଧାନ କରିବା ଦିଗରେ ଧ୍ୟାନ ଦେବାକୁ ଏ ଅଞ୍ଚଳ ର ବୁଦ୍ଧିଜୀବୀ ଦାବୀ କରିଛନ୍ତି l  ଆମ ରାଜ୍ୟ ର 5T ସ୍କୁଲ ମାନଙ୍କ ର ବାହାର ରଙ୍ଗ ସୁନ୍ଦର,  ହେଲେ  ରୀତି ନୀତି ଓ ଭିତର ଢଙ୍ଗ ଅସୁନ୍ଦର ବୋଲି କହିଛନ୍ତି l ଏବଂ ସୁବର୍ଣ୍ଣପୁର କେନ୍ଦୁପାଲି ଭଳି ପଶ୍ଚିମ ଓଡିଶା ର ସବୁଆଡେ ଲୋକେ ଯଦି ଏମିତି ସଚେତନ ହେବେ ହକ ପାଇଁ ଲଢେଇ କରିବେ, ଆଉ ପ୍ରଶାସନିକ ଅଧିକାରୀ ଓ ନେତା ମନ୍ତ୍ରୀ ଙ୍କୁ ସଦ ସାହସ କରି ଜବାବ ମାଗିବେ l ତାହେଲେ ସେମାନେ ବି କିଛି ଶିଖିବେ,  ତାଙ୍କ ଦାଇତ୍ୱ କର୍ତ୍ତବ୍ୟ କୁ ଧ୍ୟାନ ଦେବେ l ଓ ସରକାର ଙ୍କ ପାଖରେ ପାଟି ଖୋଲିବା କୁ ସାହସ ଜୁଟାଇବେ ବୋଲି ଲୋକେ ମତ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like