-+91-9937148622 |

prerana_bgr@rediffmail.com |

  Monday 9th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   (09-Mar-2026)       ||      ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   (09-Mar-2026)       ||      *ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   (09-Mar-2026)       ||      *ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   (09-Mar-2026)       ||      ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ    (09-Mar-2026)       ||      ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   (09-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   (09-Mar-2026)       ||      ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (09-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   (08-Mar-2026)       ||      ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ    (08-Mar-2026)       ||      ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ    (08-Mar-2026)       ||      ଆନ୍ତର୍ଜାତିକ ମହିଳା ଦିବସ ପାଳିତ    (08-Mar-2026)       ||      ଉତ୍କଳ ମହିଳା ବିକାଶ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ମହିଳା ସମିତି ର ଆନ୍ତର୍ଜାତିକ ମହିଳା ଦିବସ ପାଳନ    (08-Mar-2026)       ||      ବିନିକା ଗୋକୁଳାଷ୍ଟମୀ ମହୋତ୍ସବ ସମ୍ପାଦକଙ୍କ ପରଲୋକ   (08-Mar-2026)       ||      ତହଁକ୍ ତିହାର୍ ଉଦଯାପିତ   (08-Mar-2026)       ||      ଲୋୟର ସୁକତେଲ ଡ୍ୟାମ ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ୧୨ଟି ପ୍ରସ୍ତାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ   (08-Mar-2026)       ||      ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ♦️ “ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି   (08-Mar-2026)       ||      ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ   (08-Mar-2026)       ||     

HOME   ଜିଲ୍ଲା

ରୋଗୀ ଙ୍କ ସେବାରେ ବ୍ଳୁ ଷ୍ଟାର ଶୁଭାରମ୍ଭ

03-Aug-2022



ବରଗଡ:-ଗ୍ରାମାଞ୍ଚଳରୁ ରୋଗୀମାନେ ଯିବା ଆସିବା ସମୟରେ ସେମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।ଏହାକୁ ଦୃଷ୍ଟିରେ ରଖି ଶ୍ରୀ ବୁଲୁ ମେହେର  ଏକ ଯୁଗାନ୍ତକାରୀ ଅଭିଯାନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ଆକାଶଛୁଆଁ ଥିବାବେଳେ ଶ୍ରୀ  ରୋଗୀ ମାନଙ୍କ ସେବା ନିମନ୍ତେ ବିଜେପୁର କେଉଁଟିପାଲି କାନ୍ଧରା ମାଝିପାଲି ଗ୍ରାମରୁ ବିଜେପୁର ସରକାରୀ ଡାକ୍ତରଖାନାକୁ ରୋଗୀ ଯିବା ଆସିବା କରିବା ନିମନ୍ତେ ମାତ୍ର

୩୦ ଟଙ୍କା ରେ ଏକ ବ୍ଳୁ ଷ୍ଟାର ନାମକ ଏକ ଅଟୋ ଉତ୍ସର୍ଗୀକୃତ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ, ଗର୍ଭବତୀ ମହିଳା ଏବଂ ଜନ୍ମିତ ଶିଶୁ ପ୍ରସବପରେ ଡାକ୍ତରଖାନା ରୁ ଘରକୁ ଯିବା ସମୟରେ ସମ୍ପୁର୍ଣ୍ଣ ଦେୟ ମୁକ୍ତ କରାଯାଇଛି ବୋଲି ଶ୍ରୀ ଜଣାଇଛନ୍ତି।ଏ ଅବସରରେ ବିଜେପୁର ଥାନାଧିକାରୀ ଶ୍ରୀମାନ ସନୟ ନାଏକ  ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସାଧୁ ମେହେର,ଗୁରୁବାରୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅସ୍ତିତ୍ବ ଖୋଜୁଛି ଡାବୁଗାଁର ଅଙ୍ଗୀ ନଦୀ*   09-Mar-2026
  ଜିଲ୍ଲା  
ଜାମପାଲି ଗ୍ରାମରେ ଶୋକାକୁଲ ପରିବେଶ,ବୋଲେରୋ ଧକ୍କାରେ ଉଜୁଡ଼ିଗଲା ଗୋଟିଏ ପରିବାରର ୪ସଦସ୍ୟଙ୍କ ଜୀବନ   09-Mar-2026
  ଜିଲ୍ଲା  
*ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣିି*-   09-Mar-2026
  ଜିଲ୍ଲା  
*ସୁବର୍ଣ୍ଣ ଭାରତୀ ପରିବାର ଓ ଭାରତ ବିକାଶ ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ*- *ଉନ୍ମୋଚନ ହେଲା ସମ୍ମାନ ସମାରୋହ ସ୍ମରଣିକା ଦିବ୍ୟତା* -   09-Mar-2026
  ଜିଲ୍ଲା  
ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ଚତୁର୍ଥ ବାର୍ଷିକୋତ୍ସବ   09-Mar-2026
  ଜିଲ୍ଲା  
ନାଗରିକ ବିକାଶ ସଂଗଠନ କଳାହାଣ୍ଡି ଜିଲ୍ଲା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।   09-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଶକ୍ତି ପଦଯାତ୍ରା’ ଅନୁଷ୍ଠିତ*- *ସମାଜ ଓ ଦେଶ ର ବିକାଶ ରେ ନାରୀ ମାନଙ୍କ ଭୂମିକା ଉଲ୍ଲେଖନୀୟ*- *ଜିଲ୍ଲାପାଳ*-   09-Mar-2026
  ରାଜ୍ୟ  
ଜେଏସଏମ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   09-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ   08-Mar-2026
  ରାଜ୍ୟ  
ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ବର ପାଣିଗ୍ରାହୀଙ୍କ ପରଲୋକ   08-Mar-2026
  ଜିଲ୍ଲା  
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଉଚିତ   08-Mar-2026
  ଜିଲ୍ଲା  
ଆନ୍ତର୍ଜାତିକ ମହିଳା ଦିବସ ପାଳିତ   08-Mar-2026

You Might Also Like