-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ଆଜି ଦିନ ପ୍ରାୟ ୧୧ ଟା ସମୟରେ ବଲାଙ୍ଗୀର ରୁ ଦେଓଗାଁ କୁ ସଂଯୋଗ କରୁଥିବା ରେଲୱେ ଲାଇନ୍ ମଠଖାଇ ପାହାଡ ପାଖାପାଖି ଅଂଚଳରେ ଏକ ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଉ୍ଦ୍ଧାର କରିଛି ରେଲୱେ ପୋଲିସ । ବଲାଙ୍ଗୀରୁ ଦେଓଗାଁ ପଟକୁ ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ର ଧକ୍କାରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜିଆର୍ପି ପୋଲିସ ସୂଚନା ଦେଇଥିବା ବେଳେ ଶରୀରର ବାକି ଅଂଶ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ ।