-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
02-Aug-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ସଦର ବ୍ଲକ ବଇଦିପାଲି ଓ ବରଗାଁ ଠାରେ ଚାଷୀ ମାନଙ୍କ ଦ୍ୱାରା କାଦୋ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ । ଚାଷୀ ମାନେ ପଲ୍ହା ରୋଇବା ପରେ ସଂଧ୍ୟା
୫ଟା ପରେ ସ୍ନାନ କରିଥାନ୍ତି । ଗ୍ରାମବାସୀ ତଥା ଚାଷୀ ମାନେ ବିନା ଭୋଜନାରେ ଏହି ଯାତ୍ରାକୁ ପାଳନ କରିଥାନ୍ତି । ଯାତ୍ରା ର ପ୍ରଥମ ଦିନ ପରେ
ଚାଷୀ ମାନେ ସ୍ୱାନ କରି ସାରିବା ପରେ ପଲ୍ହା ରୋଇବାକୁ ଯାଇଥlନ୍ତି । ପୂର୍ବପୁରୁଷଙ୍କ ଅମଳରୁ ଏହି ଯାତ୍ରା ପାଳିତ ହୋଇ ଆସୁଥିବା ଗ୍ରାମବାସୀ କହିଛନ୍ତି ।