-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
25-Jul-2022
ସୁବର୍ଣ୍ଣପୁର ଜିଲ୍ଲା ଥାନାପତିପଡା ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଥାନାପତିପଡା ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଗଛ ବଞ୍ଚିଲେ ଆମେ ବଞ୍ଚିବା ନାର ଦେବା ସହ ଗଛ ଲଗାଇବା ଦ୍ୱାରା ପରିବେଶ କିପରି ସ୍ୱଚ୍ଛ ଓ ନିର୍ମଳ ହେଉଛି ସେଦିଗ ରେ ପାଠାଗାର ର ବରିଷ୍ଠ ସଦସ୍ୟ ମାନେ ମତ ପ୍ରକାଶ କରିବା ସହ ପାଠାଗାର ର ସଭ୍ୟ ମାନେ ବୃକ୍ଷ ରୋପଣ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ୱାର୍ଡ ସଭ୍ୟ ସୁକାନ୍ତ ସାହୁ,ବରିଷ୍ଟ ସଦସ୍ୟ ରାମଶଙ୍କର ସାହୁ, ସତ୍ୟ ସାହୁ, ଦେବାନନ୍ଦ ପୁଝାରୀ, ନବ ମିଶ୍ର, ଗଙ୍ଗା କର୍ମୀ, ସୁବାସ ମିଶ୍ର, ସତ୍ୟଜିତ ପୁଝାରୀ ପ୍ରମୁଖ ଙ୍କ ସହ ପାଠାଗାର ର ସମସ୍ତ ସଭ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l