-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ୧୫ ଡ଼ିଗ୍ରୀ ତଳେ ୧୩ସହର : ରାଜ୍ୟର ୧୩ ଟି ସହରର ପାରଦ ୧୫ ଡ଼ିଗ୍ରୀ ତଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡ଼ିଗ୍ରୀ ରେକର୍ଡ଼ ; ସୋନପୁର ୯.୪ , ଫୁଲବାଣୀ ୧୦.୫,ଅନୁଗୁଳରେ ୧୧ , ବାରିପଦା ୧୨,କେନ୍ଦୁଝରରେ ୧୨ , ଝାରସୁଗୁଡ଼ାରେ ୧୨.୨ , ଭବାନୀପlଟଣା ୧୨.୨ , ତାଳଚେର ୧୨.୩ , କୋରାପୁଟ ୧୨.୬ ବୌଦ୍ଧ ଓ କଟକ ୧୪ , ବଲାଙ୍ଗୀର ୧୪.୮ ଏବଂ ଭୁବନେଶ୍ୱରରେ ୧୬ ଡ଼ିଗ୍ରୀ ରେକର୍ଡ଼