-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ବିଧାନସଭାରେ ଆଜି ମୁଲତବୀ ନୋଟିସ ଆଣିଲେ ବିରୋଧୀ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ମୁଲତବି ନୋଟିସ୍, ‘ବଢୁଛି ସୀମା ବିବାଦ, ସୀମା ଲଂଘୁଛନ୍ତି ପଡ଼ୋଶୀ, ରାଜ୍ୟ ସରକାର ନିରବ’, ଉତ୍ତର ରଖିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ