-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Jul-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ବସଷ୍ଟାଣ୍ଡ ସ୍ଥାନାନ୍ତରଣ ହୋଇ ନୂତନ ବସ ଟର୍ମିନାଲ କାର୍ଯ୍ୟକ୍ଷମ ହେଲା ପରେ ବଲାଙ୍ଗିର ସହରରେ ଟ୍ରାଫିକ୍ ସମସ୍ୟା ଅନେକାଂଶ ରେ କମିଯାଇଛି l ତେବେ ପୁରୁଣା ବସଷ୍ଟାଣ୍ଡ ପାଖ ରେ ଅଟୋ ଷ୍ଟାଣ୍ଡ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ l ବସ୍ ଷ୍ଟାଣ୍ଡ ସ୍ଥାନାନ୍ତର ହେବା ପରେ ଅଟୋ ଚାଳକଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇଯାଇଛି l ତେଣୁ ଅଟୋ ଚାଳକ ମାନଙ୍କୁ ବସ୍ ଟର୍ମିନାଲ ନିକଟରେ ସ୍ଥାନ ଦେବାକୁ ଏସ୍ ପି ଙ୍କୁ ଅନୁରୋଧ କରାଯାଇଛି l