-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ଖୋର୍ଦ୍ଧା, (ପ୍ରେରଣା ଖବର) - ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ; ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ୧୮ଟି ହାତୀ; କାଲି ରାତିରେ ପାଚେରି ଭାଙ୍ଗି ହାତୀପଲ ପଶି ଆସିଥିବା ସୂଚନା; ଘଟଣାସ୍ଥଳରେ ବନବିଭାଗର ୨୦ ଜଣିଆ ଟିମ୍; ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ଥିବାରୁ ଅଘଟଣ ଆଶଙ୍କା; ଘଟଣାସ୍ଥଳରେ ସେସୁ କର୍ମଚାରୀ ଉପସ୍ଥିତ