-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||     

HOME   ଜିଲ୍ଲା

ଜାଲରେ ମାଛ ଧରୁଥିବା ବିଭାଗୀୟ ଅଧିକାରୀ ମାନେ ନିଜେ ଦୁର୍ନୀତି ର ଜାଲ ରେ ଛନ୍ଦି ହେବେ ନି ତ ?

10-Jul-2022



ସୁବର୍ଣ୍ଣପୁର/ ରାଜ୍ୟ ସରକାର ବେକାରୀ ଯୁବକ ଯୁବତୀ, ବେରୋଜଗାର ଗରିବ ଲୋକଙ୍କ ଥଇଥାନ, ଆର୍ଥିକ ମାନଦଣ୍ଡ ର ଅଭିବୃଦ୍ଧି ପାଇଁ ଅସ୍ଥାୟୀ ଭାବେ କିଛି ରୋଜଗାର ଯୋଗାଇବାକୁ ଛେଳି ଚାଷ, ମାଛ ଚାଷ, କପା ଚାଷ, ପ୍ରମୁଖ ବିଭିନ୍ନ ପ୍ରକାର ଚାଷ ଓ ବିଭିନ୍ନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏଭଳି କିଛି ଜାଗାରେ କିଛି ବିଭାଗ ରେ  ବିଭାଗୀୟ ଅଧିକାରୀ କର୍ମଚାରୀ ମିଶି  ବେରୋଜଗାର ଲୋକଙ୍କ ଫାଇଦା ନାଁ ରେ  ନିଜେ ସେମାନେ ହରିଲୁଟ କରି ମାଲାମାଲ ହେବାକୁ, ସରକାରୀ ଜାଗାରେ ସରକାରୀ ଯୋଜନା ରେ  ଦିନ ରାତି ଖଟି ଅସାଧୁ ଉପାୟରେ  ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଜଣା ପଡୁଛି l ତଳିଆ କର୍ମଚାରୀ , ବେନିଫିସରି ମାନଙ୍କୁ ଧମକ ଚମକ ଦେଇ ମୁହଁ ବନ୍ଦ କରାଇ  ନିର୍ଭିକ ଭାବେ ଏକ ଛତ୍ର ବାଦ ସାଶନ କରୁଥିବା ଜଣାଯାଇଛି  l ଆଉ ସେଭଳି ଏକ ବିଭାଗ ହେଉଛି ସୁବର୍ଣ୍ଣପୁର ର ଜ଼ିଲ୍ଲା ମତ୍ସ୍ୟ ବିଭାଗ l ଯେଉଁ ବିଭାଗକୁ ନାଁ ପ୍ରଶାସନ ନାଁ ବୁଦ୍ଧିଜୀବୀ ନାଁ ମିଡ଼ିଆଙ୍କ ନଜର ରହୁଛି l ସମସ୍ତଙ୍କ ଧାରଣା ଯେ  ସହର ଓ ଜ଼ିଲ୍ଲାର କେବଳ ପଖୋରୀ କେତୋଟି ଜଗିଛି ଏଇ ବିଭାଗ l ଦାଇତ୍ୱ ରେ ଥିବା ଅଫିସର ମେନେଜର ବି ଦେଖିଲେ ଭାରି ଭଦ୍ର ଜଣା ପଡୁଛନ୍ତି କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ସହର ର ସେଇ ପଖୋରୀ ବା   ୫୦/୬୦ ନର୍ସରୀ ଭିତରେ ସ୍ପନ ଟାର୍ଗେଟ ୬୦/୭୦ ଲକ୍ଷ ଦେଖl ଯାଉଥିବା ବେଳେ ଯାଆଁଳା ବିକ୍ରି ହେଉଛି କୋଟି କୋଟି ଟଙ୍କା ତାର କୌଣସି ସଠିକ ହିସାବ କିତାବ ନାହିଁ l ସରକାର ମାଛ ଚାଷର ଯତ୍ନ ଓ ବୃଦ୍ଧି ସକାଶେ ବହୁ ଯନ୍ତ୍ରପାତି,ଅନେକ କୌଶଳ ଓ  ଔଷଧ ଯୋଗାଇ ଦେଉଥିବା ବେଳେ ନିଜର ଫାଇଦା ପାଇଁ  ଜାଣି ଶୁଣି ଅକ୍ସିଜେନ ଅଭାବ କରାଇ ମାଛ ସବୁ ମାରି ଦେଇ ଡେମେଜ ଦେଖାଇ  ତାକୁ ବିକ୍ରି କରିଦେଉଥିବା  ବିଭଗରୁ  ଖବର ମିଳୁଛି l ବିନା ରସିଦ ରେ ବିଭିନ୍ନ ଅଂଚଳର ଚାଷୀଙ୍କୁ ମାଛ ବିକ୍ରି କରିଥିବା ପ୍ରମାଣ ବି ମିଳିଛି l ଏଇ ସରକାରୀ ବନ୍ଧ ରେ ବ୍ୟକ୍ତିଗତ ଭାବେ ଲକ୍ଷ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଚାଷ କରି ବିକ୍ରି କରି ଲୋକଙ୍କୁ  ଓ  ପ୍ରଶାସନକୁ ଦିନ ବେଳା ଲଣ୍ଠନ ଦେଖାଉଥିବା,  ଅଫିସ ର ଭଡା ଘରର ହାଉସ ରେଣ୍ଟ ଓ ବିଦ୍ୟୁତ ବିଲ ମଧ୍ୟ ପୈଠ କରୁ ନ ଥିବା, ୨୦ ବର୍ଷ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଆସିଥିବା ଜଣେ  ଗରିବ ଶ୍ରେଣୀର ପୁରୁଣା କର୍ମଚାରୀ କୁ ବିନା କାରଣ ରେ ଚାକିରୀରୁ ବିଦା କରିଦେବା,  କିଛି ପ୍ରତିବାଦ କଲେ ତଳିଆ କର୍ମଚାରୀ ସଚ୍ଚୋଟ କର୍ମଚାରୀ ଙ୍କୁ ଧମକ ଚମକ ଦେଇ ଭୟଭୀତ କରି ମୁହଁକୁ ବନ୍ଦ କରାଇବା, କାହାକୁ  ବଦଳି କାହାକୁ ସସ୍ପେଣ୍ଡ କରିବା,  ଏ ବିଭାଗ ଦୀର୍ଘ ବର୍ଷ ଧରି ବଲାଙ୍ଗୀର ଅଫିସର ଙ୍କ ଅଧୀନରେ ରହିଥିବା ଯୋଗୁଁ ଏଠି ମନମାନି କାମ ଚାଲିବା, ପ୍ରଶାସନକୁ ଭିଜିଲାନ୍ସ କୁ ଅଭିଯୋଗ ସତ୍ୱେ ଏଠି କାର ଅଫିସର ମେନେଜରଙ୍କ ଦୁର୍ନୀତି ବିରୋଧରେ ଆଦୌ ଇନକ୍ଵାରୀ ନ ହେବା, ଦୀର୍ଘ ବର୍ଷ  ମନମାନି ପରେ  ବି ତାଙ୍କୁ ବଦଳି ନ କରିବା, ସହରର ବାରିବନ୍ଧ ଓ ସିଟି ସ୍କୁଲ ସାମନାର ମୁଣ୍ଡଯୋଖ ବନ୍ଧ କୁ ପ୍ରଶାସନର ଅଜାଣତରେ  ଦୀର୍ଘ ବର୍ଷ ରୁ

ଏ ବାବୁ ମାନେ ନିଜେ ଲିଜ ଦେଇ ଚାକିରୀ ସହିତ ଭଲ ବ୍ୟବସାୟ କରୁଥିବା, ବଡ଼ ଅଫିସର ଓ ସାମ୍ବାଦିକ ଙ୍କୁ ଆମେ ହାତରେ ରଖିଛୁ ବୋଲି ତଳିଆ କର୍ମଚାରୀ ଙ୍କୁ ବାହାପ୍ପା ମାରି କହୁଥିବା,  ରାତି ର ମାଛ ଚୋରି ଘଟଣା କୁ  ବିଲେଇ ପରି ଆଖି ବୁଜିବା, ଏପରିକି ଗତ ବର୍ଷ ଅକ୍ଟୋବର ମାସରେ ଏଇ ବିଭାଗ  ର ପୁରୁଣା ଟ୍ରାନ୍ସଫର୍ମା, ୫ ଟନ ଲୁହା, ୫ ଏଚ ପି ମୋଟର, ବିଦ୍ୟୁତ ଢାଳ, ବଡ଼ ବଡ଼ ଲୁହା ଡ୍ରମ, ପ୍ଲାଷ୍ଟିକ ପାଇପ ଭଳି  ଅଫିସ ର ଅନେକ ଜିନିଷ ସବୁକୁ ନିଜ ପୈତୃକ ସମ୍ପତ୍ତି ପରି ରାତା ରାତି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା  ଆତ୍ମସାତ କରିବା ଭଳି ଘୋର ସାଙ୍ଘାତିକ ଅଭିଯୋଗ ସବୁ ଏବେ ହାଟ ରେ ପଡି ଦାଣ୍ଡ ରେ ଗଡୁଛି l  ପ୍ରକାଶ ଥାଉକି କି ଯେ ବିଭାଗ ନାଁ ରେ ପୂର୍ବରୁ ଦିଆ ଯାଇଥିବା ବିଭିନ୍ନ  ଲିଖିତ ଅଭିଯୋଗ ସବୁ ମିଡ଼ିଆ ହାତରେ ଲାଗିବା ପରେ ଜ଼ିଲ୍ଲାପାଳଙ୍କୁ ଭେଟିବାକୁ ଏ ବିଭାଗର ଅଫିସର ଓ ଅନ୍ୟ ସହଯୋଗୀ କର୍ମଚାରୀ ନିଜ ବିଭାଗର ଓ ଦୁର୍ନୀତିର ସଫେଇ ଦେବା ପାଇଁ  ସଜ ବାଜ ହେଉଥିବା ଆଜି ମଧ୍ୟ ଖବର ମିଳିଛି l ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗ ରେ ଦୃଷ୍ଟି ଦେଇ ଏ ବିଭାଗୀୟ କର୍ମଚାରୀ ଙ୍କୁ ପଚରା ଉଚୁରା କରି,ଏସବୁ ସବୁ ତଥ୍ୟର ଅନୁସନ୍ଧାନ ଓ ଦୁର୍ନୀତି ର ପର୍ଦାଫାଶ କରିବା ସହିତ ଏଇ ଅଧିକାରୀ ମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଅନ୍ୟତ୍ର ବଦଳି କରିବାକୁ ସହରବାସୀ ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026

You Might Also Like