-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ )
ବଡ଼ ଖବର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୂ ଦାସ ଙ୍କ ଗିରଫଦାରି କୁ ପ୍ରତିବାଦ କରି ଆଜି ସାମ୍ବାଦିକ ଓ ବୁଦ୍ଧି ଯିବୀ ଫୋରମ୍ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଲୋକଙ୍କ ସ୍ୱାର୍ଥ ପାଇଁ ଖବର ପରିବେଷଣ କରୁଥିବା ଏକ ଦାୟିତ୍ଵ ବାନ ସାମ୍ୱାଦିକ ଙ୍କ ସ୍ଵରକୁ ଚପାଇ ଦେବା ପାଇଁ ତାଙ୍କୁ ଗିରଫ କରି ଜେଲ ପଠାଇବା ଏକ ଷଡ଼ଯନ୍ତ୍ର ବୋଲି ସାମ୍ବାଦିକ ଓ ବୁଦ୍ଧି ଜୀବି ମାନେ ପ୍ରକାଶ କରିଛନ୍ତି ।ତାଙ୍କୁ ତୁରନ୍ତ ନିସର୍ତ ଖଲାସ କରିବା ପାଇଁ ତାଙ୍କ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି ।